ସନ୍ତୋଷ ଙ୍କ ଦ୍ୱାରା ବ୍ୟବହାର ହେଉଥିବା ଚାଷ ପ୍ରଣାଳୀ :
-ମଞ୍ଜି ବୁଣିବାର ର ମାସେ ଆଗରୁ ସେ ଜମି ହଳ କରିଥିଲେ |ଜୁନ ମାସରେ ମଞ୍ଜି ବୁଣିଥିଲେ |
-ମଞ୍ଜି କୁ ଟ୍ରାଇକୋଡ଼ର୍ମା ସହ ମଞ୍ଜି ବିଶୋଧନ କରିଥିଲେ |
-ଗଛ କୁ ଗଛ ୧୦ * ୧୦ ଫୁଟ ବ୍ୟବଧାନରେ ୨ ଟି ଲେଖା ମଞ୍ଜି ବୁଣିଥିଲେ |
-ଏହାର ୧୫ ଦିନ ପରେ ୧୨୫ କି.ଗ୍ରା ୟୁରିଆ ସହ ଗଛ ପିଛା ୧ କି.ଗ୍ରା ସଢା ଗୋବର ଖତ ପ୍ରୟୋଗ କରିଥିଲେ |
୬ ମାସ ପରେ ଗୋମୂତ୍ର କୁ ବୁନ୍ଦା ଜଳସେଚନ ମାଧ୍ୟମରେ ପ୍ରତି ଗଛ ମୂଳରେ ଦେଇଥିଲେ |
-ବର୍ଷା ଦିନରେ ସେ ଜଳସେଚନ କରି ନଥିଲେ ଏବଂ ୬ ମାସେ ପରେ ପ୍ରତି ୪ ଦିନରେ ଥାଏ ବୁନ୍ଦା ଜଳସେଚନ କରୁଥିଲେ |ଅଧିକ ଖରା ହେଲେ ଫଂରୋ ମାଧ୍ୟମରେ ଜଳସେଚନ କରୁଥିଲେ |
-ଗଛ ବଢିବା ଆରମ୍ଭ କଲେ ,ଶାଖା କୁ କାଟି ଦେଉଥିଲେ ଫଳରେ ଗଛ ର ଉଚ୍ଚତା ଧିକ ନ ହୋଇ ;ଶାଖା ଗଛ ର ଉଭୟ ପାର୍ଶ୍ୱ ରୁ ବାହାରିବ |ପ୍ରଥମ ଥର ଲାଗି ଶାଖା କାଟିବା ପରେ ଗଛକୁ ୬ ଫୁଟ ଉଚ୍ଚତା ଯାଏ ରଖି ଅନ୍ୟ ଶାଖା କୁ କାଟି ଦେଇଥିଲେ |ତୃତୀୟ ଥର ସେହିପରି ୯ ଫୁଟ ଯାଏ ଗଛ ର ଉଚ୍ଚତା ରେ ପ୍ରୂନିଙ୍ଗ କରୁଥିଲେ|ଫଳରେ ଗଛ ଶୀଘ୍ର ଫଳ ଧରିବା ସହ ଅଧିକ ଶାଖା ପ୍ରଶାଖା ବିଶିଷ୍ଟ ହୋଇଥିଲା
-ଗଛ ର ସୁରକ୍ଷା ଯଥା କୀଟ ନିୟନ୍ତ୍ରଣ ସହ ରୋଗ ନିଧନ ର ବ୍ୟବସ୍ତା ସେ କରିଥିଲେ |
-ଅମଳ କରିବା ପରେ ସେ ୧୦ ରୁ ୧୨ କି ଗ୍ରା ର ବିଡା ବାନ୍ଧି ମୁମ୍ବାଇ ଏବଂ ପୁନେ କୁ ପଠାଉଥିଲେ |
-ପୋକ ନିୟନ୍ତ୍ରଣ ଲାଗି ,ଗଜା ହେବାର ମାସେ ପରେ କ୍ଳରପାଇରୀଫସ ଏବଂ ସାଇପରମେଥ୍ରୀନ ୨ ମି.ଲି ପ୍ରତି ଲିଟର ମାତ୍ର ରେ ମିଶାଇ ଗଛ ରେ ସ୍ପ୍ରେ କରାଯାଉଥିଲା |
-ଏହା ବ୍ୟତୀତ ସେ ପ୍ରତ୍ୟେକ ୨୦ ଟି ଗଛ ରେ ଗୋଟେ ଲେଖାଏ ଫେରମୋନ ଯନ୍ତା ର ବ୍ୟବସ୍ତା ମଧ୍ୟ କରିଥିଲେ |

ମନେ ରଖନ୍ତୁ :
-ଶାଖା କାଟିବା ପରେ ସର୍ବଦା ବରଦ ପେଷ୍ଟ ସେହି ସ୍ଥାନ ରେ ଲଗାନ୍ତୁ |ଏହା ଦ୍ୱାରା ଅନେକ ରୋଗ ବ୍ୟାପିବାରୁ ରକ୍ଷା ମିଳେ |
-ଏହା ଚାଷ କରିବାର ପ୍ରଥମ ଅପେକ୍ଷା ଦ୍ଵିତୀୟ ବର୍ଷ ରେ ଅଧିକ ଲାଭ ଦେଇଥାଏ
-ଏହା ଚାଷ କରିବାର ପ୍ରଥମ ଅପେକ୍ଷା ଦ୍ଵିତୀୟ ବର୍ଷ ରେ ଅଧିକ ଲାଭ ଦେଇଥାଏ