Education

ଅସୁସ୍ଥ ବୃକକ ଲାଗି...

ବୃକକ କ୍ୟାଲିୟମ୍ କମିବା କାରଣରୁ ଷ୍ଟୋନ ବା ପଥୁରି ସମସ୍ୟା ହୁଏ । ଏହି ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ କେତୋଟି ଘରୋଇ ଉପଚାର ଆପଣେଇପାରିବେ ..ଜାଣିବା ଲାଗି ଆଗକୁ ପଢନ୍ତୁ

03 January, 2019 10:09 AM IST By: KJ Staff

ବୃକକ କ୍ୟାଲିୟମ୍ କମିବା କାରଣରୁ ଷ୍ଟୋନ ବା ପଥୁରି ସମସ୍ୟା ହୁଏ ।
ଏହି ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ କେତୋଟି ଘରୋଇ ଉପଚାର ଆପଣେଇପାରିବେ ..ଜାଣିବା ଲାଗି ଆଗକୁ ପଢନ୍ତୁ

-୨ ଚାମଚ ହଳଦୀ ୧ ଗ୍ଲାସ ପାଣି ସହ ଖାଲିପେଟ ରେ ୨-୩ ଥର ପିଅନ୍ତୁ।


- ଏଥିରେ ଥିବା ଆଣ୍ଟି ସେପଟିକ ଗୁଣ ,ପଇଡ଼ ପାଣିରେ ଥିବା ଏଲେକ୍ଟ୍ରୋଲାଇଟ୍ ,ଲେମ୍ବୁ ପାଣିରେ ଥିବା ସାଇଟ୍ରିକ ଏସିଡ୍ ପଥୁରୀ ହେବାକୁ ଦିଏ ନାହିଁ।

- ତୁଳସୀ ଚା ରେ ଥିବା ଫାଇଟୋ କେମିକାଲ୍ ,କାକୁଡି ଓ ଘୋଳ ଦହିରେ ଥିବା ପ୍ରୋବାଇଓଟିକ୍ସ୍ ବ୍ୟାକ୍ଟେରିଆ ଶରୀରରୁ ଅଦରକାରୀ ପଦାର୍ଥ ନିଷ୍କାସିତ କରିଥାଏ ଏବଂ ମୂତ୍ର ସଂକ୍ରମଣ ରୁ ରକ୍ଷା କରେ।

 


-ଧନିଆ ପତ୍ରରସ ଓ କୋଳଥ ସିଝା ପାଣି ବୃକକ ସୁସ୍ଥ ରଖେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)