Education

ମାଣ୍ଡିଆ କରିବା ମେଧବହୁଳ ହ୍ରାସ

ସକାଳୁ ମାଣ୍ଡିଆ କୁ ଜଳଖିଆ ଭାବେ ଖାଇଲେ ଏହା ଅଯଥା କୋଲେଷ୍ଟେରୋଲ କାମ କରିବା ସଙ୍ଗେ ସଙ୍ଗେ ହୃଦ୍ଘାତ ପରି ସମସ୍ୟା ର ଆଶଙ୍କା ଦୂର କରିଥାଏ |ଓଟ ମିଲ ବା ମାଡିଆ କୁ ବ୍ୟବହାର କରି ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିହେବ ଯଥା ଓଟ ଖିରି ,ଓଟ ବିସ୍କୁଟ ,ଓଟ ଉପମା ,ରୁଟି ଇତ୍ୟାଦି |ଏଥିରେ ଥିବା ପ୍ରଚୁର ମାତ୍ରା ର ଉପକାରୀ ଫାଇବର (beta -glucan ),ମୁଖ୍ୟତ ହୃଦୟ ଜନିତ ରୋଗ ରୁ ସୁରକ୍ଷା ଦେଇଥାଏ |

27 November, 2018 12:02 PM IST By: KJ Staff

ସକାଳୁ ମାଣ୍ଡିଆ କୁ ଜଳଖିଆ ଭାବେ ଖାଇଲେ ଏହା ଅଯଥା କୋଲେଷ୍ଟେରୋଲ କାମ କରିବା ସଙ୍ଗେ ସଙ୍ଗେ ହୃଦ୍ଘାତ ପରି ସମସ୍ୟା ର ଆଶଙ୍କା ଦୂର କରିଥାଏ |ଓଟ ମିଲ ବା ମାଡିଆ କୁ ବ୍ୟବହାର କରି ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିହେବ ଯଥା ଓଟ ଖିରି ,ଓଟ ବିସ୍କୁଟ ,ଓଟ ଉପମା ,ରୁଟି ଇତ୍ୟାଦି |ଏଥିରେ ଥିବା ପ୍ରଚୁର ମାତ୍ରା ର ଉପକାରୀ ଫାଇବର (beta -glucan ),ମୁଖ୍ୟତ ହୃଦୟ ଜନିତ ରୋଗ ରୁ ସୁରକ୍ଷା ଦେଇଥାଏ |

କେମିତି କାମ କରେ ମାଣ୍ଡିଆ (ଓଟ ମିଲ ) ??
ଗବେଷଣା ରୁ ଜଣାପଡିଛି ଯେ ମାଣ୍ଡିଆ ରେ ଥିବା ଫାଇବର ଅନ୍ତ୍ରରେ ଥିବା ପକାରୀ କୋଲେଷ୍ଟେରୋଲ ସହ ବାନ୍ଧି ହୋଇ ତାହାକୁ ଶରୀର ରୁ ନିଷ୍କାସନ କରିଥାଏ ଫଳରେ ମେଧାବହୁଳ ହ୍ରାସ ପାଏ |ଶରୀର ର LDL ବା ଅପକାରୀ କୋଲେଷ୍ଟେରୋଲ କୁ ହ୍ରାସ କରିବାରେ ଏହାର ଦକ୍ଷତା ଅନ୍ୟ ଖାଦ୍ୟଙ୍କ ତୁଳନାରେ ସର୍ବାଧିକ |
ଯେତେ ଅଧିକ ମାଡିଆ ଗ୍ରହଣ କରିବେ ଶରୀର ରେ କୋଲେଷ୍ଟେରୋଲ ର ମାତ୍ରା ସେହିପରି ଭାବେ ହ୍ରାସ ପାଇବା |ହାରାହାରି ଦିନକୁ ୪୦ ରୁ ୬୦ ଗ୍ରାମ ର ମାଣ୍ଡିଆ ଖାଇବା ନିହାତି ଆବଶ୍ୟକ |

ଆମେରିକାନ ଡାଏଟିକ ଆସୋସିଏସନ ଅନୁସାରେ "ଓଟ ମିଲ ବା ମାଣ୍ଡିଆ ନିଜ ମଧ୍ୟ ରେ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଏହା ଖାଇଲେ ଜଲ୍ଦି ଭୋକ ହୁଏ ନାହିଁ "|ଏଥିରେ କଦଳୀ ବା କାଜୁ,ପେଷ୍ଟ ପରି ବାଦାମ ମିସାଇକି ଖାଇଲେ ଅଧିକ ଉପକାର ଦେଇଥାଏ |କେବଳ ଜଳଖିଆ ରେ ନୁହେଁ ମାଣ୍ଡିଆ କୁ ଅନ୍ୟାନ୍ୟ ଖାଦ୍ୟ ରେ ମଧ୍ୟ ମିସାଇକି ଖାଇ ହେବ |ଏହାକୁ ସୁପ ରେ ନହେଲେ ବ୍ରେଡ କ୍ରମ୍ବ ସହ ମିଶାଇ ଖାଦ୍ୟ ପ୍ରସ୍ତୁତ କରିହେବ | ଆମେରିକାନ ଡାଏଟିକ ଆସୋସିଏସନ ପରାମର୍ଶ ଦେଇଛନ୍ତି ଯେ ରୁଟି ବା କେକ ତିଆରି କଲା ବେଳେ ଅଟା ବା ମୈଦା କୁ କାମ କରି ସେଥିରେ ୩ ଭାଗ ମାଣ୍ଡିଆ ମିଶାଇ ପାରିଲେ ଏହା ଶରୀର ଲାଗି ବେଶ ଉପକାରୀ ହୋଇଥାଏ |
୧.୫ କପି ମାଣ୍ଡିଆ ରେ ୩ ଗ୍ରାମ ର ଫାଇବର ଥାଏ ଯାହା ଅପକାରୀ କୋଲେଷ୍ଟେରୋଲ କମ କରିବାରେ ଯଥେଷ୍ଟ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)