Education

ବାରମ୍ବାର ଏଲର୍ଜୀ{ପ୍ରତ୍ୟୂର୍ଜତା} ଲାଗି ଚିନ୍ତିତ କି???

ବାରମ୍ବାର ଏଲର୍ଜୀ{ପ୍ରତ୍ୟୂର୍ଜତା} ଲାଗି ଚିନ୍ତିତ କି???

17 May, 2019 12:42 PM IST By: KJ Staff

ତେବେ ଆପଣଙ୍କ ଲାଗି ଉପଯୁକ୍ତ ଏହି ଖାଦ୍ୟ !

ବିଶେଷ କରି ଖରା ଦିନରେ ଗରମ ଓ ଅଧିକ ତାପମାତ୍ରା ହେତୁ ,ଶରୀର ର ରୋଗ ପ୍ରତିରୋଧକ ଶକ୍ତି କମ ରହିବ ସାଙ୍ଗରେ ବହୁ ଜିନ୍ସ ରୁ ଏଲର୍ଜୀ{ପ୍ରତ୍ୟୂର୍ଜତା} ହେବାର ସମ୍ଭାବନା ଥାଏ |ଏହିପରି ବାରମ୍ବାର ଏଲର୍ଜୀ ରେ ପୀଡିତ ହେଲେ ଶରୀର କାଳକ୍ରମେ ଦୁର୍ବଳ ହେବ ସାଙ୍ଗରେ ବିଭିନ୍ନ ଭିଟାମିନ ର ଅଭାବ ମଧ୍ୟ ଦେଖିବାକୁ ମିଳିଥାଏ |ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ନିୟମିତ ଖାଇଲେ ଏହିପରି ସମସ୍ୟା ରୁ ମୁକ୍ତି ମିଳିପାରିବ |

୧)ରସୁଣ :ରସୁଣ ତ୍ୱଚା ଏବଂ କବକ ଆକ୍ରମଣ ଲାଗି ବେଶ ଉପକାରୀ |ରସୁଣ ଛେଚିହେଲା ବେଳେ ସେଥିରୁ ବାହାରିଥିବା ରାସୟାନିକ ପଦାର୍ଥ ଆଲିସିନ କ୍ଷେତିକାରକ କବକଓ କୀଟଙ୍କ ମାନଙ୍କ ଠାରୁ ସୁରକ୍ଷା ଦେଇଥାଏ|ତେଣୁ ଏହାକୁ ମସଲା ବଟା ରେ ହେଉ ଏ ସାଲାଡ଼ ବା ସସ ଭାବେ ଦିନକୁ ଗୋଟେ ଲେଖା ପାଖୁଡା ନିଶ୍ଚିନ୍ତ ଖାଆନ୍ତୁ |

 

୨)ପ୍ରୋବାୟୋଟିକ :ଏହାର ଅର୍ଥ ଉପକାରୀ କୀଟାଣୁ ଦ୍ୱାରା ଶରୀର ସୁରକ୍ଷା |ଆପଣ ହୁଏତ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦହି ,ବିରି ଆଣ ଇତ୍ୟାଦି ରେ ଥିବା କେତେକ ଉପକାରୀ ଜୀବାଣୁ ଖାଦ୍ୟ ହଜମ କରିବା ସାଙ୍ଗରେ ବହୁ ପ୍ରକାର ରୋଗ ରୁ ସୁରକ୍ଷା ଦେଇଥାନ୍ତି |ତେଣୁ ନିୟମିତ ଦହି ,ଇଟିଲି ,ଦୋସା ,ଜଲପି ଇତ୍ୟାଦି ଖାଦ୍ୟ
ନିଶ୍ଚିନ୍ତ ଖାଇବା ଆବଶ୍ୟକ |

୩)ଓ଼ଟ:ଏହିଚମତ୍କାରୀ ଖାଦ୍ୟରେ ଭରିରହିଛି ଜରୁରୀ ଫାଇବର ,ଯାହା କଲେଷ୍ଟେରୋଲ କମ କରିବା ସହ ବିଟା ଗ୍ଲୁକନ ଥିବା ସଙ୍ଗେ ସଙ୍ଗେ ତେଣୁ ବହୁ ପ୍ରକାର ଏଲର୍ଜୀ ରୁ ମୁକ୍ତି ମିଳିଥାଏ |

ଖରା ଦିନରେ ତ୍ୱଚା ବା ମୁହଁ ରେ ଅଧିକ ଏଲର୍ଜୀ ହେଲେ ଗୋଟେ ଚାମଚ ଓ଼ଟ ସହ,୧ ଅଣ୍ଡା ର ଧଳା ଅଂଶ ଏବଂ ୧ ଚାମଚ ଅଲିଭ ତେଲ ମିଶାଇ ଲଗାନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)