ଅଧୁନା ମୃତିକା ର ଶ୍ବାସ୍ୟଥ୍ୟ ରେ ଅବନତି ହେବ ସହ ପରିବେଶର ଅବକ୍ଷୟ କିଛି ଅଧିକ ଅମଲା କ୍ଷମ ଫସଲକୁ ଲଗାତାର ଚାଷ ଦ୍ୱାରା ବିଭିନ୍ନ କୃଷି ସମ୍ବଳର ଭାରସାମ୍ୟ ରହୁନାହିଁ |
କଥା ରେ ଅଛି "feed the soil and not the plant “
ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିକରି ରହି ସର୍ବପ୍ରଥମ ମୃତ୍ତିକା କୁ ଜୀବନ୍ତ ରଖିବା ସହ ସୁସ୍ଥ ପରିବେଶ ଓ ଚିରାପଶ୍ୟମନ କୃଷି ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ଉଚିତ |
୧)ଖାଦ୍ୟ ନିରାପତ୍ତା ସହ ପୋଷଣ ସୁରକ୍ଷା ଓ ମୃତ୍ତିକଙ୍କ ର ଉର୍ବରତା ବଢାଇବା ଦିଗରେ ଡାଲି ଫସଲର ଉଲ୍ଲେଖନୀୟ ଭୂମିକା ରହିଛି |ଏହାକୁ ""କ୍ଷୁଦ୍ର ଯବକ୍ଷାରଯାକଜଣ କାରଖାନା " କୁହାଯାଏ |ଏହି ଫସଲର ଚେରରେ ରାଇଜୋବିଏମ ବୀଜାଣୁ ଅଣ୍ଡା ଦେଇ ଯବକ୍ଷାରଯାକଜଣ ବିବିଧନ କରି ଫସଲ ଓ ମୃତ୍ତିକା କୁ ଯୋଗାଇଥାଏ |ଏହା ରାସାୟନିକ,ଜୈବିକ ଓ ଜୀବାନୁସାର ପ୍ରୟୋଗର ସମନ୍ଵୟା ରଖି କରିବାର ସାହାଯ୍ୟ କରେ |
୨)ଡାଲି ଚାଷରୁ ଉତ୍ପାଦିତ ପର୍ଯ୍ୟକ୍ରମେ ୨-୩ ଟି ଭାଶଳ କୁ ଯବକ୍ଷାରଯାକଜଣ ଆବଶ୍ୟକତା କୁ ହ୍ରାସ କରାଏ |ଏବେ ଦଳିରୁ ହେକଟର ପ୍ରତି ୧୮-୭୦ କି.ଗ୍ରା ଯବକ୍ଷାରଯାକଜଣ ସାରା ମୃତ୍ତିକା କୁ ମିଳିଥାଏ |
୩)ମୃତ୍ତିକା ର ଅମ୍ଳ ପରିମାପକ ଠିକ ଅବସ୍ଥା ରେ ନ ରହିବ ହେତୁ ଗଛ କୁ ଅଣୁସାର ଠିକ ଭାବେ ମିଳିନଥାଏ |ମାତ୍ର,ଦଳି ଚାଷ କରିବାରେ କ୍ୟାରିକା ଅବସ୍ଥା ନ ରହି ଅମ୍ଳ ପରମପିକା କମିଯିବାରୁ ପ୍ରାୟେ ଅଣୁସାର ଗଛକଳୁ ମମୀଳିତହେ |
୪)ଖୁବ କାମ ସମୟରେ ମାଟିକୁ ଆଵୃତ୍ତିତ Kariba ଦ୍ୱାରା ଜଳ ସଂରକ୍ଷଣ ଓ ପୋଷକତତ୍ତ୍ୱ ସନ୍ତୁଳିତ ଭାବେ ରକ୍ଷା ହୋଇଥାଏ |
୫)ଡାଲି ଫସଲ ବିଭିନ୍ନ ପ୍ରକାର ଘାସ ,ଲତା ସହ ପ୍ରତିଯୋଗିତା ଦକ୍ଷତାର ସହ ଆଗେଇ ମୃତ୍ତିକାକୁ ଆବୃତ୍ତ ରଖିଥାଏ |
୬)ଏହାକୁ ଅତି ଉଚ୍ଚ ମନର ପଶୁଖାଦ୍ୟ ଭାବେ ବ୍ୟବହାର କରିହେବ |
୭)ଏହା ଅନ୍ୟ ଫସଲ ନ ହେଇପାରୁଥିବା ଜଳକଷ୍ଟ ଅବସ୍ଥା ରେ ମାଡିଛ ଚାଷ କରାଯାଇପାରିବ |
୮)ଏଥିରେ ପୃଷ୍ଟିସାର ମାତ୍ର ୨୦ ର୨୫.୭ ପ୍ରତିଶତ ଥିବାରୁ ଏହା କାମଦାମ୍ରେ ସହଜରେ ପୃଷ୍ଟି ନିରାପତ୍ତାକୁ ସହାୟକ ହୋଇପାରିଛି |