Education

ଚମତ୍କାରୀ ଔଷଧ !

ଚମତ୍କାରୀ ଔଷଧ !

28 May, 2019 8:32 AM IST By: KJ Staff

ହିନ୍ଦୁ ଧର୍ମ ରେ ରୁଦ୍ରାକ୍ଷ ର ଏକ ବିଶେଷ ଆବଶ୍ୟକତା ଏବଂ ସ୍ୱତନ୍ତ୍ର ସ୍ଥାନ ରହିଛି |ସାଧୁସନ୍ଥ ମାନେ ଏହାର ବ୍ୟବହାର କରିଥାନ୍ତି |ମାଳ ଗଡେଇଲା ବେଳେ ମଧ୍ୟ ଏହାର ବ୍ୟବହାର ହୋଇଥାଏ ଏପରିକି ଆଧ୍ୟାତ୍ମିକ ଦୃଷ୍ଟି ରୁ ପୂଜା କରୁଥିବା ବ୍ରାହ୍ମଣ ଟି ମଧ୍ୟ ଏହାକୁ ଆଭୂଷଣ ପରି ଧାରଣ କରିଥାଏ |
କେବଳ ଧାର୍ମିକ ମତ ଅନୁଯାୟୀ ଏହାକୁ ପିନ୍ଧିବା ଶୁଭଙ୍କର ନୁହେଁ ,ଏହାର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବହୁ ଉପକାରିତା ରହିଥାଏ |

-ରୁଦ୍ରାକ୍ଷ ମନକୁ ଶାନ୍ତ ରଖିବା ସହିତ ଏହାକୁ ଧାରଣ କରିଥିବା ବ୍ୟକ୍ତି ର ଉଭୟ ଶାରୀରିକ ଓ ମାନସିକ ସ୍ତର ରେ ସୁରକ୍ଷା ଦେଇଥାଏ |
-ଇଲେକ୍ଟ୍ରୋମ୍ୟାଗନେଟିକ ଗୁଣ ଯୋଗୁ ଏଥିରେ ଅଭୁତ ଶକ୍ତି ରହିଥାଏ |ଏହାକୁ ଡାଇ -ଇଲେକ୍ଟିକ ପ୍ରପର୍ଟି ବୋଲି ମଧ୍ୟ କୁହାଯାଏ |

-ଏହି ଗୁଣ ଯୋଗୁ ଏହା ମସ୍ତିସ୍କ ରେ କେତେକ ରାସାୟନିକ କୁ ପ୍ରୋତ୍ସାହିତ କରି ତାର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ |ଏହା ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟ ର ବୈଜ୍ଞାନିକ ମାନଙ୍କର ମଧ୍ୟ ବିସ୍ଲେସଣର ପ୍ରକଳ୍ପ ହୋଇସାରିଛି |

-ରୁଦ୍ରାକ୍ଷ ୧ ରୁ ୨୧ ମୁଖି ପର୍ଯ୍ୟନ୍ତ ମିଳିଥାଏ |ସେଥି ମଧ୍ୟରୁ ପଞ୍ଚମୁଖୀ ରୁଦ୍ରାକ୍ଷ ମହିଳା ଏବଂ ପୁରୁଷ ଉଭୟଙ୍କ ପାଇଁ ଉପକାରୀ ହେବାର ଜଣା ପଡିଛି |ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)