Education

ଭିଟାମିନ ବି୧୨

ମନୁଷ୍ୟ ଶରୀର ଏକ ମେସିନ ପରି ପରିଚାଳିତ ହୋଇଥାଏ |ତେବେ ଏହି ମେସିନ କୁ ଇନ୍ଧନ ଯୋଗାଇବାର କାମ କରିଥାଏ ଉର୍ଜା ଏବଂ ଉର୍ଜା ର ସମାନ ପରିଚାଳନା ଓ ରୋଗ ପ୍ରତିରୋଧକ ଶକ୍ତି ଲାଗି ଆବଶ୍ୟକ ହୋଇଥାଏ ଜରୁରୀ ଭିଟାମିନ |ସେହି ମଧ୍ୟରୁ ଏକ ଆବଶ୍ୟକ ଭୂମିକା ଗ୍ରହଣ କରେ ଭିଟାମିନ ବି୧୨ |ଜଣାନ୍ତୁ ଏହାର କଣ ରହିଛି ରହସ୍ୟ …..

14 February, 2019 10:45 AM IST By: KJ Staff
ମନୁଷ୍ୟ ଶରୀର ଏକ ମେସିନ ପରି ପରିଚାଳିତ ହୋଇଥାଏ |ତେବେ ଏହି ମେସିନ କୁ ଇନ୍ଧନ ଯୋଗାଇବାର କାମ କରିଥାଏ ଉର୍ଜା ଏବଂ ଉର୍ଜା ର ସମାନ ପରିଚାଳନା ଓ ରୋଗ ପ୍ରତିରୋଧକ ଶକ୍ତି ଲାଗି ଆବଶ୍ୟକ ହୋଇଥାଏ ଜରୁରୀ ଭିଟାମିନ |ସେହି ମଧ୍ୟରୁ ଏକ ଆବଶ୍ୟକ ଭୂମିକା ଗ୍ରହଣ କରେ ଭିଟାମିନ ବି୧୨ |ଜଣାନ୍ତୁ ଏହାର କଣ ରହିଛି ରହସ୍ୟ …..

ଆମ ଶରୀରରେ ମାତ୍ର ଗୋଟେ ଭିଟାମିନ ରେ ଲକ୍ଷାଧିକ ରକ୍ତ କୋଷିକା ଉତ୍ପାଦନ ହୋଇଥାନ୍ତି |ପୋଷାକ ତତ୍ତ୍ୱ ବି-୧୨ ର ସହାୟତା ଏଠି ଲାଗି ଅତି ଆବଶ୍ୟକ |ଭାରତରେ ସଂଖ୍ୟାଧିକ ଲୋକ ଏହି ଭିଟାମିନ ଅଭାବ ର ଇଖାର ହୋଇଥିବା ସର୍ବେକ୍ଷଣ ରୁ ଜଣାପଡିଛି |

-ଆନେମିଆ ରୋଗ ର ମୁଖ୍ୟ କାରଣ ହେଉଛି ଭିଟାମିନ ବି-୧୨ ର ଅଭାବ |ସାମାନ୍ୟ କାମରେ ଥକ୍କା ଲାଗିଲେ ,ବ୍ୟକ୍ତି ସଚେତନ ହେବ ଦରକାର |ବିଶେଷଜ୍ଞଙ୍କ ମତରେ ଏହି ପୋଷାକ ତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ଶରୀର ରେ ନ ରହିଲେ ଏହି ସବୁ ସମସ୍ୟା ଉପୁଜେ |



-ଏହା ସହ ତ୍ୱଚା ର ଚମକ ନଷ୍ଟ ହେବ ସହ ବାରମ୍ବାର ଚିନ୍ତାଧାରାରେ ମଧ୍ୟ ପରିବର୍ତନ ହୋଇଥାଏ |ଏହାକୁ ଡାକ୍ତରୀ ଭାଷାରେ ମୁଡ଼ ସୁଇଙ୍ଗସ କୁହାଯାଏ |ସ୍ମୃତିଶକ୍ତି ଦୁର୍ବଳ ହେବା ସହ କୌଣସି କାମ ନ କରିବାକୁ ସ୍ପୁର୍ହା ନ ହେବାର ଲକ୍ଷଣ ମଧ୍ୟ ଭିଟାମିନ ବି-୧୨ ଅଭାବରେ ପୀଡିତ ଥିବା ରୋଗୀଙ୍କ ଠାରେ ପରିଲକ୍ଷିତ ହୁଏ |


-ଏସବୁ ଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ସାକାହାରୀ ବର୍ଗ ର ଲୋକ ନିୟମିତ ଭାବେ କ୍ଷୀର ,ଛେନା ,ଦହି ସୋୟା ବିନ ,ଗାଜର ,ଆଳୁ ଇତ୍ୟାଦି ପ୍ରତ୍ୟେହ ଭୋଜନ କରିବା ଉଚିତ |ମାଂସାହାରୀ ଲୋକ ପ୍ରତ୍ୟେହ ମାଛ ,ଅଣ୍ଡା ,ସି ଫୁଡ ଖାଇବା ଉପକାରୀ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)