Farm Mechanization

କୁତ୍ରିମ ବୁଦ୍ଧିମତା କରିବ କୃଷି ଉତ୍ପାଦନ ବୃଦ୍ଧି

ମୋଦି ସରକାରଙ୍କ କଥା ଉପରେ କୁ ପୁନର୍ବାର ଗୁରୁତ୍ବ ଦେଇ ,କୃଷି ଏବଂ ପ୍ରଯୁକ୍ତି ର ଦୃଢ଼ ସମ୍ବନ୍ଧ ଅଛି ବୋଲି ସି.ଆଇ.ଆଇ ଅଗ୍ରୋଟେକ୍ ଇଣ୍ଡିଆ -୨୦୧୮ ରେ କହିଛନ୍ତି ରାଷ୍ଟ୍ରପତି,ରାମ ନାଥ କୋବି

05 December, 2018 8:49 PM IST By: KJ Staff

ମୋଦି ସରକାରଙ୍କ କଥା ଉପରେ  ପୁନର୍ବାର ଗୁରୁତ୍ବ ଦେଇ ,କୃଷି ଏବଂ ପ୍ରଯୁକ୍ତି ର ଦୃଢ଼ ସମ୍ବନ୍ଧ ଅଛି ବୋଲି ସି.ଆଇ.ଆଇ ଅଗ୍ରୋଟେକ୍ ଇଣ୍ଡିଆ -୨୦୧୮ ରେ କହିଛନ୍ତି ରାଷ୍ଟ୍ରପତି,ରାମ ନାଥ କୋବିନ୍ଦ। ବାୟୋ ଟେକ୍ନୋଲୋଜି, ନାନୋ ଟେକ୍ନୋଲୋଜି, ଡାଟା ସାଇନ୍ସ, ,ରୀମୋଟ ସେଂଶିଂ , କୁତ୍ରିମ ବୁଦ୍ଧିମତ୍ତା ଇତ୍ୟାଦି ପ୍ରମୁଖ ଭାବେ କୃଷି ଉତ୍ପାଦନ ର ମୂଲ୍ୟ ବୃଦ୍ଧି କରିବାରେ ବିଶେଷ ଅଂଶ ଗ୍ରହଣ କରନ୍ତି ।ନୀତି ଆୟୋଗ ଚଳିତ ବର୍ଷ ଏହି ପ୍ରଯୁକ୍ତି ବିଦ୍ୟା କୁ ଆଗରୁ ଦର୍ଶାଇ ସାରିଥିଲା।୫ ଟି କ୍ଷେତ୍ର ରେ କୁତ୍ରିମ ବୁଦ୍ଧିମତା ର ଅବଦାନ ଆନିର୍ବାର୍ଯ୍ୟ।ସେଗୁଡିକ ହେଲା ସ୍ବାସ୍ଥ୍ୟ,କୃଷି,ସ୍ମାର୍ଟ୍ ସହର , ଶିକ୍ଷା,ଏବଂ ପରିବହନ।

ଭାରତ ର ସର୍ବାଧିକ ଏଗ୍ରୋ କେମିକାଲ ତିଆରି କରୁଥିବା "ୟୁ.ପି.ଏଲ୍." ସହ ମାଇକ୍ରୋସଫ୍ଟ ର ମିଳିତ ଉଦ୍ୟମ ରେ ଏବେ କିଟ ଆକ୍ରମଣ ସମ୍ଭାବନା କୁ ପ୍ରସାରିତ କରିପାରୁଥିବା ଆପ୍ ର ଚାହିଦା ବଢ଼ିଛି ।
ଏହି ପରି ମୋଦି ସରକାର ନୂତନ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ବ ଦେଇଛନ୍ତି ଏବଂ ଭାରତ କୁ ଅଧିକ ଶିଳ୍ପସମୃଦ୍ଧ କରିବାକୁ ଆଶା କରୁଛନ୍ତି ,ବିଶ୍ୱାସ ରଖିଛନ୍ତି ଭାରତ ରେ ଆରମ୍ଭ ହେବ "industrial revolution ୪.୦".
କୁତ୍ରିମ ବୁଦ୍ଧିମତା କରିବା କୃଷି ଉତ୍ପାଦନ ବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)