Farm Mechanization

ଚାଷ ରେ ଡ୍ରୋନ ର କରାମତି...

ଆଜି କୁତ୍ରିମତା ଏବଂ ପ୍ରଯୁକ୍ତି ବିଦ୍ୟା ବା କେଉଁ କ୍ଷେତ୍ର ରେ କାର୍ଯ୍ୟକାରୀ ନୁହେଁ।ସେହିପରି ପ୍ରଯୁକ୍ତି ବିଦ୍ୟା ଓ କୌଶଳ ର ଉପଯୋଗ କରିବା ଏବେ ଆଧୁନିକ କୃଷି । ମୁଲିଆ ଙ୍କ କାମ ସହ ଫସଲ ର ରକ୍ଷଣ ଭକ୍ଷଣ ଲାଗି ବ୍ୟବହାର ହେବା ଡ୍ରୋନ।ଏଣୁ ପରିବେଶ ପ୍ରଦୂଷଣ ,ଜଳ ଅଭାବ ଇତ୍ୟାଦି କୁ ଲକ୍ଷ କଲେ ଡ୍ରୋନ ଏକ ଉପଯୁକ୍ତ ଉପକରଣ।ସ୍ୱଳ୍ପ ଖର୍ଚ ରେ ଆଧୁନିକ କୃଷି ର ସମସ୍ତ ସମସ୍ୟା ର ସମାଧାନ କରିବା ଡ୍ରୋନ।

12 December, 2018 2:28 PM IST By: KJ Staff

ଆଜି କୁତ୍ରିମତା ଏବଂ ପ୍ରଯୁକ୍ତି ବିଦ୍ୟା ବା କେଉଁ କ୍ଷେତ୍ର ରେ କାର୍ଯ୍ୟକାରୀ ନୁହେଁ।ସେହିପରି ପ୍ରଯୁକ୍ତି ବିଦ୍ୟା ଓ କୌଶଳ ର ଉପଯୋଗ କରିବା ଏବେ ଆଧୁନିକ କୃଷି । ମୁଲିଆ ଙ୍କ କାମ ସହ ଫସଲ ର ରକ୍ଷଣ ଭକ୍ଷଣ ଲାଗି ବ୍ୟବହାର ହେବା ଡ୍ରୋନ।ଏଣୁ ପରିବେଶ ପ୍ରଦୂଷଣ ,ଜଳ ଅଭାବ ଇତ୍ୟାଦି କୁ ଲକ୍ଷ କଲେ ଡ୍ରୋନ ଏକ ଉପଯୁକ୍ତ ଉପକରଣ।ସ୍ୱଳ୍ପ ଖର୍ଚ ରେ ଆଧୁନିକ କୃଷି ର ସମସ୍ତ ସମସ୍ୟା ର ସମାଧାନ କରିବା ଡ୍ରୋନ।

ଡ୍ରୋନ ବିଭିନ୍ନ ପ୍ରକାରର ହୋଇପାରିବେ ଯଥା,ଫସଲ ସୁରକ୍ଷା ଦ୍ରୋନ,ମଞ୍ଜି ବୁଣା ଦ୍ରୋନ, ସୂର୍ଭେଲାନ୍ସ ଡ୍ରୋନ।ଏହି ଡ୍ରୋନ ସ୍ୱୟଂଚାଳିତ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ବୃଦ୍ଧି ରେ ବେଶ୍ ସହାୟକ।ଏହାର ବ୍ୟବହାର ହେତୁ ଭାରତ ସରକାର କେତେକ ନିୟମ ର ରଚନା କରିଛନ୍ତି ଯଥା


- ଡ୍ରୋନ ଅଧିକ ବହଳ ଲୋକସଂଖ୍ୟା ସ୍ଥାନ ରେ ବ୍ୟବହାର କରିହେବ ନାହିଁ।


- ବିମାନ ବନ୍ଦରର ୫ କି. ମି ମଧ୍ୟରେ ଡ୍ରୋନ ଉଡ଼ାଇବା ମନା।


- ପାଣିପାଗ ଓ ଜଳବାୟୁ ର ଅବସ୍ଥା ଦେଖି ଡ୍ରୋନ ଉଦନ୍ତୁ ।ସଙ୍କଟପୂର୍ଣ୍ଣ ସ୍ଥିଥି ରେ ଏହା ଉଡାନ୍ତୁ ନାହିଁ।


- ଡ୍ରୋନ ଉଡେଇବା ଲାଗି ଲାଗି ବ୍ୟକ୍ତି ୧୮ ବର୍ଷ ରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ।


- ସମୁଦ୍ର କୂଳ , ବର୍ଡର୍ ରୁ ୫୦ କି. ମି ଏହିପରି କେତେକ ସ୍ଥାନ ଡ୍ରୋନ ଲାଗି ନିଷେଧ।


- ଡ୍ରୋନ ଚାଳକ ପାଖରେ ନିଜର ଲାଇସେନ୍ସ ରହିବା ଆବଶ୍ୟକ


- କୌଣସି ଅଭୟାରଣ୍ୟ ଇତ୍ୟାଦି ଉପରେ ଡ୍ରୋନ ଉଡ଼ାଇବା ନିଷେଧ।


ଏହା ସହ ଡ୍ରୋନ କେବଳ ଦିନ ଆଲୋକ ରେ ହିଁ ଉଡାଇହେବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)