Farm Mechanization

ପ୍ରଥମ ସ୍ୱୟଂଚାଳିତ ବୈଦୁତିକ ଟ୍ରାକଟର

ଟ୍ରାକଟର କୃଷି ଲାଗି ବହୁ ଉପଯୋଗୀ ଉପକରଣ |ତେବେ ଟ୍ରାକଟର କିଣିବା ସାଧାରଣ ଚାଷୀ ପକ୍ଷେ ସମ୍ଭବ ନଥାଏ ତେଣୁ ଟ୍ରାକଟର ଭଡା ରେ ଆଣିବାକୁ ସେମାନେ ଉଚିତ ମନେ କରନ୍ତି |ଆହୁରି ପୁଣି ଟ୍ରାକଟର କୁ ଚଳାଇବାକୁ ମୁଲିଆ ଓ ତାର ମଜୁରୀ ଦେବାକୁ ପଡିଥାଏ !ତେବେ କେତେ ସହାୟକ ହୁଅନ୍ତା ଯଦି ଟ୍ରାକଟର ସ୍ୱୟଂଚାଳିତ ଭାବେ କାମ କରିପାରନ୍ତା !!୨୦୧୮ ଦେଖିଚି ଏହିପରି ଏକ ଅପୂର୍ବ ଉଦ୍ଭାବନ...ସ୍ୱୟଂଚାଳିତ ଟ୍ରାକଟର !!ଜାଣିବା ଲାଗି ଆଗକୁ ପଢନ୍ତୁ ..

22 December, 2018 4:59 PM IST By: KJ Staff

ଟ୍ରାକଟର କୃଷି ଲାଗି ବହୁ ଉପଯୋଗୀ ଉପକରଣ |ତେବେ ଟ୍ରାକଟର କିଣିବା ସାଧାରଣ ଚାଷୀ  ପକ୍ଷେ ସମ୍ଭବ ନଥାଏ ତେଣୁ ଟ୍ରାକଟର ଭଡା ରେ ଆଣିବାକୁ ସେମାନେ ଉଚିତ ମନେ କରନ୍ତି |ଆହୁରି ପୁଣି ଟ୍ରାକଟର କୁ ଚଳାଇବାକୁ  ମୁଲିଆ   ତାର ମଜୁରୀ ଦେବାକୁ ପଡିଥାଏ !ତେବେ କେତେ ସହାୟକ ହୁଅନ୍ତା ଯଦି ଟ୍ରାକଟର ସ୍ୱୟଂଚାଳିତ ଭାବେ କାମ କରିପାରନ୍ତା !!୨୦୧୮ ଦେଖିଚି ଏହିପରି ଏକ ଅପୂର୍ବ ଉଦ୍ଭାବନ...ସ୍ୱୟଂଚାଳିତ ଟ୍ରାକଟର !!ଜାଣିବା ଲାଗି ଆଗକୁ ପଢନ୍ତୁ ..

ମୁମ୍ବାଇ  ସ୍ଥିତ କୌସ୍ତୁଭ ଧୋଣ୍ଡେ ଙ୍କ ଷ୍ଟାର୍ଟଅପ ଅଟୋନେକ୍ସଟ ବିଶ୍ୱର ପ୍ରଥମ ବୈଦ୍ୟୁତିକ ଏବଂ ସ୍ୱୟଂଚାଳିତ ଟ୍ରାକଟର ନିର୍ମାଣ କରିଛନ୍ତି |କୌସ୍ତୁଭ ଗାଁ କୁ ଯାଉଥିଲା ବେଳେ ଦେଖିଲେ ଟ୍ରାକଟର ରକ୍ଷଣାବେକ୍ଷଣ ଖର୍ଚ ଏବଂ ଏଥିରୁ ସୃଷ୍ଟି ହେଉଥିବା କମ୍ପନଜନିତ  ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ  କଷ୍ଟ ||ଏଣୁ ସମାଧାନ ଲାଗି ୨୦୧୭ ଜାନୁଆରୀ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ୨୦୧୮ ରେ କୌସ୍ତୁଭ ଏବଂ ତାଙ୍କର ୧୦ ଜଣିଆ ଟିମ ସଫଳତା ପାଇଲେ |

ରାସ୍ତାରେ ଚାଳକ ଦରକାର ଥିଲେ ବି ଜମିରେ ଚାଷ କରିବା ସମୟରେ ଏହା ସ୍ୱୟଂଚାଳିତ ହୋଇପାରିବ |ମାତ୍ରା ଘଣ୍ଟା ଚାର୍ଜ କରିବା ପରେ ଏହା ୧୦ ଘଣ୍ଟା ଏବଂ ପ୍ରାୟେ ୨୦୦ କିଲୋମିଟର ଚଳିବ ପାଇଁ ଉପଯୋଗୀ ହେବ |ଜମିରେ ଆଭାସୀୟ ଭୌଗୋଳିକ ସୀମାରେଖା (virtual geographic  boundary )ସୃଷ୍ଟି କରାଯିବ ପରେ ଟ୍ରାକଟର ଟି ଆଣ୍ଡ୍ରୋଏଡ ଆପ୍ଲିକେସନ ଦ୍ୱାରା ଟାବ୍ଲେଟରେ ସଂଯୁକ୍ତ କରାଯାଏ |ଏହାପରେ ବିଭିନ୍ନ ପ୍ରକାର ଚାଷ କାମ ଲାଗି ଏହାକୁ ନିର୍ଦେଶ ଦେଇ ବ୍ୟବହାର କରାଯାଇପାରିବ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)