Farm Mechanization

ମିଲେଟ କୁ ସଫା କରିବେ କିପରି ….

ବର୍ତ୍ତମାନ ମାଣ୍ଡିଆ ର ଚାହିଦା ଧୀରେ ଧୀରେ ବଜାରରେ ବଢ଼ିବାରେ ଲାଗିଛି |ଜନ ସାଧାରଣ ଏବେ ସ୍ୱାସ୍ଥ୍ୟ ପ୍ରତି ସଚେତନ ତା ଦର୍ଶାଇ ମାଣ୍ଡିଆ କୁ ନିଜ ନିତୀଦିନିଆ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି |ତେବେ ଏବେ ବଜାର ରେ ମୁଖ୍ୟତ ୩ ପ୍ରକାର ମାଣ୍ଡିଆ ମିଳୁଛି -ସେଗୁଡିକ ହେଲା ରାଗି ,ଜବ ଓ ସୋରଘମ|ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ହେଲେ ତାକୁ ଭଲ ଭାବେ ସଫା କରି ସବୁ ପ୍ରକାର ମିଲେଟ କୁ ଅଲଗା କରିବା ଆବଶ୍ୟକ | ତେବେ ଏହାହିଁ ଡକାରୀୟ ଘରେ ନ କରିପାରିଲେ ମଧ୍ୟ ଏହା ମଣ୍ଡି ମାନଙ୍କରେ ମିଲେଟ ସଫା କରିବା ଉପକରଣ ଦ୍ୱାରା ତାର ମାନ ବୃଦ୍ଧି କରି ହେଉଛି |

21 January, 2019 11:14 AM IST By: KJ Staff

ବର୍ତ୍ତମାନ ମାଣ୍ଡିଆ ର ଚାହିଦା ଧୀରେ ଧୀରେ ବଜାରରେ ବଢ଼ିବାରେ ଲାଗିଛି |ଜନ ସାଧାରଣ ଏବେ ସ୍ୱାସ୍ଥ୍ୟ ପ୍ରତି ସଚେତନ ତା ଦର୍ଶାଇ ମାଣ୍ଡିଆ କୁ ନିଜ ନିତୀଦିନିଆ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି |ତେବେ ଏବେ ବଜାର ରେ ମୁଖ୍ୟତ ୩ ପ୍ରକାର ମାଣ୍ଡିଆ ମିଳୁଛି -ସେଗୁଡିକ ହେଲା ରାଗି ,ଜବ ଓ ସୋରଘମ|ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ହେଲେ ତାକୁ ଭଲ ଭାବେ ସଫା କରି ସବୁ ପ୍ରକାର ମିଲେଟ କୁ ଅଲଗା କରିବା ଆବଶ୍ୟକ |
ତେବେ ଏହାହିଁ ଡକାରୀୟ ଘରେ ନ କରିପାରିଲେ ମଧ୍ୟ ଏହା ମଣ୍ଡି ମାନଙ୍କରେ ମିଲେଟ ସଫା କରିବା ଉପକରଣ ଦ୍ୱାରା ତାର ମାନ ବୃଦ୍ଧି କରି ହେଉଛି |

ଏହା ବ୍ୟତୀତ ଆହୁରି ୬ ପ୍ରକାର ମିଲେଟ ବା ଛୋଟ ମଞ୍ଜି ବିଶିଷ୍ଟ ଶସ୍ୟ ରହିଛି ଯାହାକୁ ଏହି ପରି ସଫା ଓ ମାନ ବୃଦ୍ଧି ପରେ ଅତି ସହଜ ଉପାୟରେ ଖୁବ ଶୀଘ୍ର ରାନ୍ଧି ବିଭିନ୍ନ ଦିଶ ତିଆରି କରିହେବ|

ମିଲେଟ ସଫା କରିବା ର ପ୍ରକ୍ରିୟା କୁ ଏଥର ଏକ ଭିଡିଓ ଆକାରରେ ଦେଖାଯାଇଛି ..

ଏହି ମେସିନ ରେ ଶସ୍ୟ ମଞ୍ଜି ର ନିଜ ଓଜନ ବଳରେ ,ମେସିନ ଥରିବାରୁ ଅଗାଡି,କୁଟା ଇତ୍ୟାଦି ଅଦରକାରୀ ଦ୍ରବ୍ୟ ବାହାରି ଆସି ସଫା ମିଲେଟ ଏକତ୍ରିତ ହୋଇଥାଏ ଯାହାକୁ ପରବର୍ତୀ ପର୍ଯ୍ୟରେ ବ୍ୟବହାର କରିହୁଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)