Farm Mechanization

ଚନ୍ଦ୍ରରେ ପହଞ୍ଚିଲା ମହିନ୍ଦ୍ରା ଟ୍ରାକ୍ଟର, ଚାଷ କରିବ କି ?

ମିଛ ଭିବିଲେ ବି କଥା ଟା ସତ । ଚନ୍ଦ୍ରରେ ପହଞ୍ଚିଲା ମହିନ୍ଦ୍ରାର ଟ୍ରାକ୍ଟର । ଆଜି ପୂର୍ବରୁ ଲୋକମାନେ କେବେ ଭାବି ନଥିବେ ଯେ ରକେଟ୍ ବ୍ୟତୀତ ଟ୍ରାକ୍ଟର ମଧ୍ୟ ଚନ୍ଦ୍ରକୁ ଯାଇପାରିବ । ହଁ, ବର୍ତ୍ତମାନ ଟ୍ରାକ୍ଟର ମଧ୍ୟ ଚନ୍ଦ୍ରରେ ପହଞ୍ଚିଛି ।

07 December, 2021 12:53 PM IST By: Sudesna Nayak

ମିଛ ଭିବିଲେ ବି କଥା ଟା ସତ । ଚନ୍ଦ୍ରରେ ପହଞ୍ଚିଲା ମହିନ୍ଦ୍ରାର ଟ୍ରାକ୍ଟର । ଆଜି ପୂର୍ବରୁ ଲୋକମାନେ କେବେ ଭାବି ନଥିବେ ଯେ ରକେଟ୍ ବ୍ୟତୀତ ଟ୍ରାକ୍ଟର ମଧ୍ୟ ଚନ୍ଦ୍ରକୁ ଯାଇପାରିବ । ହଁ, ବର୍ତ୍ତମାନ ଟ୍ରାକ୍ଟର ମଧ୍ୟ ଚନ୍ଦ୍ରରେ ପହଞ୍ଚିଛି । ଆଜି ଆମେ ଆପଣଙ୍କୁ ମହିନ୍ଦ୍ରାର ଏପରି ସଫଳତା ବିଷୟରେ କହିବୁ, ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ।
ବାସ୍ତବରେ, ଏହି ଟ୍ରାକ୍ଟରଟି ମହିନ୍ଦ୍ରାଙ୍କ ମାଲିକାନାରେ ଥିବା ଏକ କମ୍ପାନୀ ପିନିନଫରିନା ଦ୍ୱାରା ନିର୍ମିତ ।

ପିନିନଫରିନା ବହୁତ ଆଧୁନିକ ଟ୍ରାକ୍ଟର ତିଆରି କରିବା ସହିତ ମଧ୍ୟ ବହୁତ ଭଲ କାର ତିଆରି କରନ୍ତି । ଏଥିସହିତ ତାଙ୍କର ବାତିସ୍ତା ନାମକ ଏକ କାର ଖୁବ୍ ଶୀଘ୍ର ବଜାରକୁ ଆସିବ । ଚନ୍ଦ୍ରରେ ପହଞ୍ଚିଥିବା ଏହି ଟ୍ରାକ୍ଟରର ନାମ ହେଉଛି ଷ୍ଟ୍ରଡଲ୍ ।

କ୍ୟାବିନ ବହୁତ ସାଧାରଣ କିନ୍ତୁ ବହୁତ ଆଧୁନିକ

ଷ୍ଟ୍ରଡଲ୍ କନ୍ସେପ୍ଟ ଟ୍ରାକ୍ଟରର ଡିଜାଇନ୍ ବହୁତ ଚମତ୍କାର ଦେଖାଯାଉଛି । ଏହାର କ୍ୟାବିନଟି ବହୁତ ସାଧାରଣ ଦେଖିବାକୁ କିନ୍ତୁ ବହୁତ ଆଧୁନିକ ଢଙ୍ଗରେ ଡିଜାଇନ୍ ହୋଇଛି । ଏହାର ସିଟ୍ ବହୁତ ଆରାମଦାୟକ । ସାମ୍ନାରେ ଲାଗିଥିବା କାଚ ୱିଣ୍ଡୋରୁ ପୁରା ଆଗର ଦୃଶ୍ୟ ଦୃଶ୍ୟମାନ ହେଉଛି । ପିନିନଫରିନା ନ୍ୟୁ ହଲାଣ୍ଡ ବ୍ରାଣ୍ଡ ପାଇଁ ଏହି ଟ୍ରାକ୍ଟର ତିଆରି କରିଛନ୍ତି ।

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)