Farm Mechanization

ଚାଷୀଙ୍କ ପଥମ ପସନ୍ଦ ମହିନ୍ଦ୍ରା ଟ୍ରାକ୍ଟର, ଜାଣନ୍ତୁ କାହିଁକି?

ଚାଷୀଙ୍କ ପଥମ ପସନ୍ଦ ମହିନ୍ଦ୍ରା ଟ୍ରାକ୍ଟର । ଚାଷ ପାଇଁ ଚାଷୀ ଏହି ଟ୍ରାକ୍ଟରକୁ ବହୁତ ଭରସା କରନ୍ତି । ଇନ୍ଧନ ସଞ୍ଚୟ କରେ, ଯାହା ଦ୍ଵାରା ଖର୍ଚ୍ଚ ହ୍ରାସ ପାଏ ।

22 May, 2025 4:31 PM IST By: Sudesna Nayak

ଚାଷ ପାଇଁ ଟ୍ରାକ୍ଟରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ଯେତେବେଳେ ଟ୍ରାକ୍ଟର କଥା ଆସେ, ମହିନ୍ଦ୍ରା ଟ୍ରାକ୍ଟର ସବୁଠାରୁ ପସନ୍ଦଯୋଗ୍ୟ । ଛୋଟରୁ ବଡ଼ ବଡ଼ ଶିଳ୍ପରେ ଆଜି ନିଜର ଏକ ପରିଚୟ ସୃଷ୍ଟି କରିଛି ମହିନ୍ଦ୍ରା ଟ୍ରାକ୍ଟର (mahindra tractors) । ଚାଷୀଙ୍କ ପଥମ ପସନ୍ଦ ମହିନ୍ଦ୍ରା ଟ୍ରାକ୍ଟର । ଚାଷ ପାଇଁ ଚାଷୀ ଏହି ଟ୍ରାକ୍ଟରକୁ ବହୁତ ଭରସା କରନ୍ତି । ଇନ୍ଧନ ସଞ୍ଚୟ କରେ, ଯାହା ଦ୍ଵାରା ଖର୍ଚ୍ଚ ହ୍ରାସ ପାଏ ।

ସୂଚନା ଥାଉ ଯେ, ମହିନ୍ଦ୍ରା ଟ୍ରାକ୍ଟର (mahindra tractors) ଚାଷ ଭୂମିରେ ଆଣିଛି ପରିବର୍ତ୍ତନ । ଚାଷୀଙ୍କ ବିଶ୍ୱାସ ଜିତି ପାରିଛି ମହିନ୍ଦ୍ରା ଟ୍ରାକ୍ଟର । ଏହାର ଦୃଢ଼ତା ଏବଂ ଦମଦାର ପ୍ରଦର୍ଶନ ଏହାକୁ ପ୍ରତ୍ୟେକ ଫାର୍ମର ସାଥୀ କରିଛି। ମହିନ୍ଦ୍ରା ଟ୍ରାକ୍ଟରର ଇଞ୍ଜିନଗୁଡ଼ିକ ମଜବୁତ ଏବଂ ଦୃଢ଼ । ସହଜରେ ଭାରୀ ଉପକରଣ ଉଠାଇପାରେ ।

ମହିନ୍ଦ୍ରା ଟ୍ରାକ୍ଟର (mahindra tractors)ଗତ 60 ବର୍ଷ ଧରି ଭାରତୀୟ କୃଷକମାନଙ୍କୁ ସେବା କରିଆସୁଛି। ମହିନ୍ଦ୍ରା ଟ୍ରାକ୍ଟରଗୁଡ଼ିକ (mahindra tractors) କମ୍ ଇନ୍ଧନରେ ଅଧିକ କାମ କରେ, ଯାହା ଚାଷୀମାନଙ୍କୁ ବହୁତ ଭଲ ଲାଭ ଦିଏ । ଏହା ବ୍ୟତୀତ, ସାରା ଦେଶରେ 1,000 ରୁ ଅଧିକ ସର୍ଭିସ ସେଣ୍ଚର ଅଛି, ଯାହା ଯୋଗୁଁ ଚାଷୀମାନେ କେବେବି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ। ମହିନ୍ଦ୍ରା ଟ୍ରାକ୍ଟର (mahindra tractors)ରେ ଉତ୍କୃଷ୍ଟ କୁଲିଂ ସିଷ୍ଟମ ଏବଂ ଆରାମଦାୟକ ସିଟ୍ ମଧ୍ଯ ଥାଏ ।

ପ୍ରକାଶ ଥାଉ ଯେ, ମହିନ୍ଦ୍ରା ଟ୍ରାକ୍ଟର (mahindra tractors) ର ଉତ୍କୃଷ୍ଟ ପ୍ରଦର୍ଶନ ଚାଷୀଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କରେ । ମହିନ୍ଦ୍ରା ଟ୍ରାକ୍ଟର (mahindra tractors) ଚାଷ ଭୂମିରେ ଆଣିଛି ପରିବର୍ତ୍ତନ । ଆଜି ଦେଶ ଏବଂ ଦେଶ ବାହାରେ ମଧ୍ୟ ଏହି ବ୍ରାଣ୍ଡ ନିଜ ନାଁ କୁ ବହୁତ ଉଚ୍ଚ ସ୍ଥାନରେ ରଖିଛି ।

ଅଧିକ ପଢ଼ନ୍ତୁ

ମହିନ୍ଦ୍ରା ୨୭୫ ଡିଆଇ ଏକ୍ସପି ପ୍ଲସ୍ ସହିତ ସୂରଜଙ୍କ ପ୍ରେରଣାଦାୟକ କାହାଣୀ

ରଞ୍ଜିତ ଅଶୋକ ରାଓଙ୍କ ପ୍ରେରଣାଦାୟକ ସଫଳତାର କାହାଣୀ