Government Schemes

Salary Hike: କର୍ମଚାରୀଙ୍କୁ ବମ୍ପର ବୋନସ

ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ଆଜି.....

17 March, 2024 12:22 PM IST By: Tanushree Mahapatra

ସକାଳୁ ସକାଳୁ କର୍ମଚାରୀଙ୍କୁ ସରକାର ଦେଇଛନ୍ତି ଖୁସି ଖବର l ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଯାହା ପାଇଁ କର୍ମଚାରୀଙ୍କ ଦରମା ବଢ଼ିବ l କର୍ମଚାରୀଙ୍କୁ ମିଳିଲା ଏକା ସହିତ ୨ଟି ଖୁସି ଖବର । କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର । ସରକାର କର୍ମଚାରୀଙ୍କୁ ଦେଇଛନ୍ତି ଖୁସି ଖବର । କାରଣ , ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ଆଜି । ଏହି ଘୋଷଣା ଅନେକ ଲୋକଙ୍କୁ ଆରାମ ପ୍ରଦାନ କରିବ ବୋଲି ଆଶା ।

ରାଜ୍ୟ ସରକାର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି ସକାଳୁ । ସରକାର ୩.୬୪ ପ୍ରତିଶତ ହାରରେ ଦୁଇଟି ଡିଏ ଜାରି କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଆଜି । ଏହା କର୍ମଚାରୀମାନଙ୍କୁ ଆରାମ ଯୋଗାଇବ ସରକାରଙ୍କ ନିଷ୍ପତ୍ତି । କର୍ମଚାରୀମାନେ ଏପ୍ରିଲ୍ ମାସର ଦରମା ସହିତ ଗୋଟିଏ DA ଏବଂ ଜୁଲାଇ ମାସରେ ଦରମା ସହିତ DA ପାଇବାକୁ ଯାଉଛନ୍ତି । ଏହା ସହିତ ସମୁଦାୟ DA ୩୩.୬୭ ପ୍ରତିଶତ ହେବ ବୋଲି କୁହାଯାଉଛି । କୁହାଯାଇପାରେ ଯେ କର୍ମଚାରୀମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ପାଇବେ ଦରମାରେ ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ସରକାର ଅଙ୍ଗନୱାଡି କର୍ମୀ ଓ ସହାୟକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଆଜି । ସେମାନଙ୍କ ଦାବି ପୂରଣ କରିବା ପାଇଁ, ୧୨ ଡିସେମ୍ବର ରୁ ୨୨ ଜାନୁୟାରୀ ମାସ ମଧ୍ୟରେ ଷ୍ଟ୍ରାଇକ୍ ଅବଧିର ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ପ୍ରକାଶ କରିଛନ୍ତି ଯେ ଏହି ନିଷ୍ପତ୍ତି ମାନବିକ ଦୃଷ୍ଟିକୋଣକୁ ଆଖିରେ ରଖି ନିଆଯାଇଛି । ତେଣୁ କୁହାଯାଇପାରେ ଯେ ଅଙ୍ଗନୱାଡି କର୍ମୀମାନେ  ଆରାମ ପାଇବେ ଏହା ମାଧ୍ୟମରେ । ଧର୍ମଘଟ ସମୟର ମଧ୍ୟ ଦରମା ପ୍ରଦାନ କରାଯିବ କର୍ମଚାରୀଙ୍କୁ ।

କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ବମ୍ପର ଖୁସି ଖବର ମିଳିଛି । ଡିଏ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ସରକାରଙ୍କ ଦ୍ୱାରା । ଡିଏ ମୋଟ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହା ସରକାରୀ କର୍ମଚାରୀଙ୍କ ପାଇଁ ଏକ ସକରାତ୍ମକ ବିଷୟ । ଡିଏ ବୃଦ୍ଧି ହେତୁ କେନ୍ଦ୍ରୟ ସରକାରୀ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତକୁ ପହଁଚିଛି । ଜାନୁଆରୀରୁ ଏହା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କପା ମୂଲ୍ୟରେ ବୃଦ୍ଧି: କ୍ୱିଣ୍ଟାଲ ପିଛା ୮୦୦୦/-

ରାଜସ୍ଥାନ ଦେବନଗରରେ MFOI, VVIF Kisan Bharat Yatra

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)