Government Schemes

Kalia scheme: ଆଜି ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା

ଆଜି ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହି ଅର୍ଥରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

01 April, 2023 12:08 PM IST By: Sudesna Nayak

ଆଜି ଚାଷୀ (farmers)ଙ୍କ ଖାତାକୁ ଆସିବ କାଳିଆ ଟଙ୍କା (kalia money) । ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ (farmers)ଙ୍କୁ ଏହି ଅର୍ଥରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)

ସୂଚନା ଅନୁଯାୟୀ, ଆଜି ପବିତ୍ର ଉତ୍କଳ ଦିବସ (utkal divas) । ଯାହାକୁ ନେଇ ଆଜିର ଦିନରେ ଚାଷୀ (farmers)ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)ଙ୍କ ଭେଟି । ଚାଷୀମାନଙ୍କୁ ଆଜି ଶନିବାର (Saturday)କାଳିଆ କିସ୍ତି (kalia scheme money)ଟଙ୍କା ବଣ୍ଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଭିଡିଓ କନଫେରେନ୍ସି ମାଧ୍ଯମରେ ଜଣାଇଛନ୍ତି । 53 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ (farmers)ଙ୍କୁ ଏହି ଅର୍ଥରାଶି ବଣ୍ଟନ କରାଯିବ ।

କହିବାକୁ ଗଲେ, ରାଜ୍ୟର 53 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀମାନ (farmers)ଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଏହି ଟଙ୍କା ସିଧାସଳଖ ଡିବିଟି ମାଧ୍ଯମରେ ଚାଷୀ (farmers)ଙ୍କ ଖାତାକୁ ଯାଉଛି ।

ପ୍ରକାଶ ଥାଉ ଯେ, ଆଜି ଉତ୍କଳ ଦିବସ (utkal divas)। ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଆଜିର ଦିନଟି ଗର୍ବ ଓ ଗୌରବର ଦିନ । ଯାହକୁ ନେଇ ଆଜିର ଦିନରେ ଚାଷୀମାନଙ୍କୁ ଏକ ବଡ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଚାଷୀମାନଙ୍କୁ ଆଜି ଶନିବାର (Saturday) ଦିନ କାଳିଆ କିସ୍ତି (kalia scheme money)ଟଙ୍କା ବଣ୍ଟନ କରିବେ ।

ଚାଷୀଙ୍କ ପାଇଁ ୨୪ ହଜାର କୋଟି..

କୃଷକଙ୍କ ପାଇଁ ଖୁସି ଖବର ! ୧୨ ହଜାର ମିଳିବ ଆର୍ଥିକ ସହାୟତା