Health & Lifestyle

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଜୁଆଣି ପାଣି

ଡାଇବେଟିସ୍ ରୋଗୀଙ୍କ ପାଇଁ ଜୁଆଣୀ ପାଣି ମହୌଷଧୀ ଭଳି କାମ କରିଥାଏ । ପ୍ରତିଦିନ ସକାଳେ ଜୁଆଣି ପାଣି ପିଇବା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ।

06 October, 2022 4:08 PM IST By: Sudesna Nayak

ଜୁଆଣି (juani)ରେ ଔଷଧୀୟ ଗୁଣ ଭରପୂର ରହିଛି । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ, ବରଂ ଏହା ଶରୀରର ବହୁ ସମସ୍ୟା ମଧ୍ୟ ଦୂର କରିଥାଏ । ଜୁଆଣି (juani)ଭଳି ଜୁଆଣି ପାଣି (juani water)ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ ।

ଡାଇବେଟିସ୍ (diabetes)ରୋଗୀଙ୍କ ପାଇଁ ଜୁଆଣୀ ପାଣି (juani water) ମହୌଷଧୀ ଭଳି କାମ କରିଥାଏ । ପ୍ରତିଦିନ ସକାଳେ ଜୁଆଣି ପାଣି (juani water)ପିଇବା ଦ୍ୱାରା ଡାଇବେଟିସ୍‌ (diabetes)ରୁ ମୁକ୍ତି ମିଳିଥାଏ ।

ଆହୁରି ମଧ୍ଯ ଡାଇରିଆ ଭଳି ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଆପଣମାନେ ଜୁଆଣି ପାଣି (juani water) ପିଅନ୍ତୁ ।

ଗ୍ୟାସ ସମସ୍ୟା ଦୂର କରେ ଜୁଆଣି ପାଣି (juani water),ଜାଣନ୍ତୁ...

ଯଦି ଆପମମାନଙ୍କର ଗ୍ୟାସର ସମସ୍ୟା ରହିଥାଏ, ତେବେ ଜୁଆଣି ପାଣି (juani water) ଆପଣଙ୍କ ପାଇଁ ରାମବାଣ ଅଟେ । ଜୁଆଣି ପାଣି (juani water) ପିଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

ରାତିରେ ଶୋଇବା ପୂର୍ବରୁ ଏକ କପ୍‌ ଜୁଆଣି ପାଣି (juani water) ପିଇ ଶୋଇଲେ, ଭଲ ନିଦ ହୋଇଥାଏ ।

ପ୍ରକାଶ ଥାଉ ଯେ, ଥଣ୍ଡା, ଜ୍ୱର, କାଶ, କଫ, ଆଜ୍‌ମା ଓ ମୁଣ୍ଡବିନ୍ଧା ଭଳି ରୋଗରୁ ମଧ୍ୟ ଜୁଆଣି ପାଣି (juani water) ମୁକ୍ତି ଦେଇଥାଏ ।

ମଧୁମେହ ରୋଗୀଙ୍କ ପାଇଁ କେତେ ଲାଭ ଦାୟକ କଳା ଚାଉଳ, ଜାଣନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ରାମବାଣ କାକୁଡି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)