Health & Lifestyle

କଳା ଚାଉଳ ଖାଇଲେ ହେବନି ଡାଇବେଟିସ୍, ଜାଣନ୍ତୁ...

କଳା ଚାଉଳ ତଥା ବ୍ଲାକ ରାଇସ୍‌ ରେ ଅନେକ ଔଷଧୀୟ ଗୁଣ ରହିଛି । ବ୍ଲାକ ରାଇସ୍‌ ଖାଇଲେ ହେବନି ଡାଇବେଟିସ୍ ,ଦୂରେଇବ କ୍ୟାନସର ।

07 October, 2022 1:00 PM IST By: Sudesna Nayak

କଳା ଚାଉଳ ତଥା ବ୍ଲାକ ରାଇସ୍‌ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି । ବ୍ଲାକ ରାଇସ୍‌ (Black Rice) ଖାଇଲେ ହେବନି ଡାଇବେଟିସ୍ (diabetes),ଦୂରେଇବ କ୍ୟାନସର (cancer)

ଡାଇବେଟିସ୍ (diabetes)ରୋଗୀଙ୍କ ପାଇଁ ବ୍ଲାକ ରାଇସ୍‌ (Black Rice) ମହୌଷଧୀ ଭଳି କାମ କରିଥାଏ । କଳା ଚାଉଳ ତଥା ବ୍ଲାକ ରାଇସ୍‌ (Black Rice)ରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି । ବ୍ଲାକ ରାଇସ୍‌ (Black Rice) ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

କହିବାକୁ ଗଲେ, କଳା ଚାଉଳ ତଥା ବ୍ଲାକ ରାଇସ୍‌ (Black Rice) ଏହି ଧାନ ଚାଷୀମାନଙ୍କ ଅମଳ ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଏହି ଧାନ ବଢିବା ପାଇଁ ବହୁତ କମ୍ ପାଣିର ଆବଶ୍ୟକ ମଧ୍ଯ ହୋଇଥାଏ । ଏହି ବ୍ଲାକ ରାଇସ୍‌ (Black Rice)କୁ ଲୋକେ ଧୀରେ ଧୀରେ ବହୁତ ପସନ୍ଦ କରିବାକୁ ଲାଗିଲେଣି । ଅନେକ ରାଜ୍ୟର ସରକାର ଏହି ପ୍ରକାର ଧାନ ଚାଷ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ ମଧ୍ଯ କରୁଛନ୍ତି ।

ପ୍ରକାଶ ଥାଉ ଯେ, ବ୍ଲାକ ରାଇସ୍‌ (Black Rice)ରେ ଭିଟାମିନ ବି ଏବଂ ଇ ପ୍ରଚୁର ମାତ୍ରାରେ ରହିଛି । ଏହାସହିତ କଳା ଚାଉଳ ତଥା ବ୍ଲାକ ରାଇସ୍‌ (Black Rice) ରେ କାଲସିଅମ୍‌, ମ୍ୟାଗ୍ନେସିଅମ୍‌, ଆଇରନ ତଥା ଜିଙ୍କ ଭଳି ତତ୍ତ୍ବ ମଧ୍ୟ ଅଧିକ ରହିଛି ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଜୁଆଣି ପାଣି

ମଧୁମେହ ରୋଗୀଙ୍କ ପାଇଁ ରାମବାଣ କାକୁଡି