Health & Lifestyle

କ୍ୟାନସର ଦୂର କରେ କଦଳୀ

ପାଚିଲା କଦଳୀ ପରି ଏହାର ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ । ଆଉ ପାଚିଲା କଦଳୀ ଚୋପାର ଚା’ ନିୟମିତ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ । ଏପରିକି ଏହି ଚା’ଶରୀରରେ କ୍ୟାନସର ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ ।

16 July, 2022 3:00 PM IST By: Sudesna Nayak

ପାଚିଲା କଦଳୀ (Banana)ଏପରି ଏକ ଫଳ, ଯାହାକୁ ଖାଇବା ଦ୍ୱାରା ପ୍ରଚୁର ପରିମାଣରେ କ୍ୟାଲସିୟମ ମିଳିଥାଏ । ପାଚିଲା କଦଳୀ (Banana) ପରି ଏହାର ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ । ଆଉ ପାଚିଲା କଦଳୀ ଚୋପାର ଚା’ ନିୟମିତ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ । ଏପରିକି ଏହି ଚା’ଶରୀରରେ କ୍ୟାନସର (Cancer) ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ ।

-ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବାରେ କଦଳୀ (Banana)ବହୁତ ସାହାଯ୍ୟକାରୀ ।

-ଓଜନ ନିୟନ୍ତ୍ରଣ କରିବାରେ କଦଳୀ (Banana)ବହୁତ ସାହାଯ୍ୟକାରୀ ହୋଇଥାଏ ।

-ଯେଉଁମାନଙ୍କର ହିଁ ସବୁବେଳେ ପେଟ ଖରାପ ହୋଇଥାଏ, ସେମାନେ କଦଳୀ (Banana)କୁ ନିଜ ଖାଦ୍ୟରେ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଜବୁତ ହୁଏ ।

-ସୁଗାର ଲେବୁଲ ନିୟନ୍ତ୍ରଣରେ କରେ କଦଳୀ (Banana)। କିଛି ଲୋକ କଦଳୀ (Banana) ଖାଆନ୍ତି ନାହିଁ । କାରଣ ସେମାନେ ଭାବନ୍ତି ଯେ, ଏହାକୁ ଖାଇବା ଦ୍ୱାରା ସୁଗାର ଲେବଲ ବଢିଯାଇଥାଏ । କିନ୍ତୁ ଏହା ପୁରା ଭୁଲ୍ । କଦଳୀ (Banana) ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

-କଦଳୀ (Banana)ରେ ପ୍ରଚୁର କ୍ୟାଲସିୟମ୍ ମିଳିଥାଏ । ଏପରି ବ୍ୟକ୍ତିଙ୍କ ଶରୀରରେ କ୍ୟାଲସିୟମ୍ ମାତ୍ରା କମ୍ ଥାଏ । ସେମାନେ ନିଶ୍ଚିତ ଭାବରେ ହିଁ ସେମାନଙ୍କ ଖାଦ୍ୟରେ କଦଳୀ (Banana)ସାମିଲ୍ କରିବା ଉଚିତ୍ ।

ପ୍ରକାଶ ଥାଉ କି, ଯଦି ଆପଣମାନେ ଏହି ସବୁ ଜିନିଷକୁ ଧ୍ୟାନରେ ରଖି କଦଳୀ (Banana) ଖାଆନ୍ତି , ତେବେ ଆପଣମାନେ କୌଣସି ଅସୁବିଧାରେ ପଡିବେ ନାହିଁ ।

କିସମିସ ସହିତ ଖାଆନ୍ତୁ ମହୁ, ବ୍ଲଡପ୍ରେସରରୁ ମିଳିବ ମୁକ୍ତି

ପ୍ରତିଦିନ ସକାଳେ ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)