ବରକୋଳି (Jujube)ସାଧାରଣତଃ ସମସ୍ତଙ୍କ ବାଡ଼ି ବଗିଚାରେ ମିଳିଥାଏ । ବରକୋଳିପତ୍ରର ଅନେକ ଔଷଧୀୟ ଗୁଣ ରହିଛି । ତେବେ ବରକୋଳି ପତ୍ର (jujube leaf) ଖାଇବା ଦ୍ୱାରା ମଧ୍ୟ ଫାଇଦା ମିଳିଥାଏ । ଚାଲନ୍ତୁ ଜାଣିବା ଏହି ବରକୋଳି ପତ୍ର (jujube leaf) ଖାଇବା ଦ୍ବାରା କଣ ସବୁ ଲାଭ ମିଳିଥାଏ ।
ସୂଚନା ଅନୁଯାୟୀ, ବରକୋଳି ପତ୍ର (jujube leaf)ର ସେବନ କରିବା ଦ୍ୱାରା ଏହା ଆପଣ ମାନଙ୍କର ମୋଟାପଣକୁ କମ୍ କରେ ।
-ଲାଳରକ୍ତ ଝାଡା ହେଉଥିଲେ ବରଗଛ (jujube)ର ଛେଲିକୁ ଶୁଖାଇ ଗୁଣ୍ଡ କରି ଛେଳି କ୍ଷୀରରେ ଖାଇଲେ ରକ୍ତ ପଡିବା ବନ୍ଦ ହୁଏ ।
-ସ୍ତନ ଏବଂ ତଳିପେଟର ଢିଲାପଣ ଦୂର କରିବା ପାଇଁ ବରକୋଳି ପତ୍ର (jujube leaf) ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରଲେପ ଦିଆଯାଏ ।
- ଆମ ଆଖି ପାଖରେ ଘା' ହୋଇଥିଲେ ବରକୋଳି ପତ୍ର (jujube leaf) ସେବନ କରିବା ଦ୍ଵାରା ଆପଣଙ୍କର ସେହି ଘା' ସମସ୍ୟା ମଧ୍ୟ ଦୂର ହୋଇଥାଏ ।
-ଆପଣଙ୍କର ଭାତୁଡ଼ି ହୋଇଥିଲେ ବରକୋଳି ପତ୍ର (jujube leaf) ବ୍ୟବହାର କରନ୍ତୁ ଏହାର ପତ୍ରକୁ ବାଟି ପେଷ୍ଟ ବନାନ୍ତୁ ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ, ଭଲ ହୋଇଯାଏ ଭାତୁଡ଼ି ।
ପ୍ରକାଶ ଥାଉ ଯେ,ଦାନ୍ତର ସମସ୍ୟା ,ମାଢ଼ୀର ସମସ୍ୟା ଓ ମୁହଁର ଗନ୍ଧ ସମସ୍ୟା ଏମିତି ହେଉଥିଲେ ବରକୋଳି ପତ୍ର (jujube leaf)କୁ କାଡା ବନାଇ କୁଳି କଲେ ମୁହଁର ସବୁ ସମସ୍ୟା ଦୂର ହୋଇଥାଏ ।
ମାତ୍ର 3 ଦିନ ପାଣିରେ ଫୁଟାଇ ପିଅନ୍ତୁ ;ଡାଇବେଟିସ, କୋଲେଷ୍ଟ୍ରୋଲ,ହାଇ BPରୁ ମିଳିବ ମୁକ୍ତି
ରାତିରେ ମାତ୍ର 2ଟା ଲବଙ୍ଗ ଖାଆନ୍ତୁ, ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ