Health & Lifestyle

ଗୋଟିଏ ପତ୍ର,ଦୂର କରେ ୧୦୦ ପ୍ରକାର ରୋଗ...

ବରକୋଳି ପତ୍ର ଖାଇବା ଦ୍ୱାରା ମଧ୍ୟ ଫାଇଦା ମିଳିଥାଏ ।

02 January, 2023 12:46 PM IST By: Sudesna Nayak

ବରକୋଳି (Jujube)ସାଧାରଣତଃ ସମସ୍ତଙ୍କ ବାଡ଼ି ବଗିଚାରେ ମିଳିଥାଏ । ବରକୋଳିପତ୍ରର ଅନେକ ଔଷଧୀୟ ଗୁଣ ରହିଛି । ତେବେ ବରକୋଳି ପତ୍ର (jujube leaf) ଖାଇବା ଦ୍ୱାରା ମଧ୍ୟ ଫାଇଦା ମିଳିଥାଏ । ଚାଲନ୍ତୁ ଜାଣିବା ଏହି ବରକୋଳି ପତ୍ର (jujube leaf) ଖାଇବା ଦ୍ବାରା କଣ ସବୁ ଲାଭ ମିଳିଥାଏ ।

ସୂଚନା ଅନୁଯାୟୀ, ବରକୋଳି ପତ୍ର (jujube leaf)ର ସେବନ କରିବା ଦ୍ୱାରା ଏହା ଆପଣ ମାନଙ୍କର ମୋଟାପଣକୁ କମ୍ କରେ । 

-ଲାଳରକ୍ତ ଝାଡା ହେଉଥିଲେ ବରଗଛ (jujube)ର ଛେଲିକୁ ଶୁଖାଇ ଗୁଣ୍ଡ କରି ଛେଳି କ୍ଷୀରରେ ଖାଇଲେ ରକ୍ତ ପଡିବା ବନ୍ଦ ହୁଏ । 

-ସ୍ତନ ଏବଂ ତଳିପେଟର ଢିଲାପଣ ଦୂର କରିବା ପାଇଁ ବରକୋଳି ପତ୍ର (jujube leaf) ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରଲେପ ଦିଆଯାଏ । 

- ଆମ ଆଖି ପାଖରେ ଘା' ହୋଇଥିଲେ ବରକୋଳି ପତ୍ର (jujube leaf) ସେବନ କରିବା ଦ୍ଵାରା ଆପଣଙ୍କର ସେହି ଘା' ସମସ୍ୟା ମଧ୍ୟ ଦୂର ହୋଇଥାଏ । 

-ଆପଣଙ୍କର ଭାତୁଡ଼ି ହୋଇଥିଲେ ବରକୋଳି ପତ୍ର (jujube leaf) ବ୍ୟବହାର କରନ୍ତୁ ଏହାର ପତ୍ରକୁ ବାଟି ପେଷ୍ଟ ବନାନ୍ତୁ ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ, ଭଲ ହୋଇଯାଏ ଭାତୁଡ଼ି ।

ପ୍ରକାଶ ଥାଉ ଯେ,ଦାନ୍ତର ସମସ୍ୟା ,ମାଢ଼ୀର ସମସ୍ୟା ଓ ମୁହଁର ଗନ୍ଧ ସମସ୍ୟା ଏମିତି ହେଉଥିଲେ ବରକୋଳି ପତ୍ର (jujube leaf)କୁ କାଡା ବନାଇ କୁଳି କଲେ ମୁହଁର ସବୁ ସମସ୍ୟା ଦୂର ହୋଇଥାଏ ।

ମାତ୍ର 3 ଦିନ ପାଣିରେ ଫୁଟାଇ ପିଅନ୍ତୁ ;ଡାଇବେଟିସ, କୋଲେଷ୍ଟ୍ରୋଲ,ହାଇ BPରୁ ମିଳିବ ମୁକ୍ତି

ରାତିରେ ମାତ୍ର 2ଟା ଲବଙ୍ଗ ଖାଆନ୍ତୁ, ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)