Health & Lifestyle

ଡାଇବେଟିସରୁ ମୁକ୍ତି ଦେବ ଗ୍ରୀନ ମଟର

ଗ୍ରୀନ ମଟରସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଗ୍ରୀନ ମଟର ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ । ଗ୍ରୀନ ମଟର ସୁଗାରର ମାତ୍ରାକୁ ନିୟନ୍ତ୍ରିତ କରେ ।

18 July, 2022 2:15 PM IST By: Sudesna Nayak

ଗ୍ରୀନ ମଟର (Green Peas)ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଗ୍ରୀନ ମଟର (Green Peas)ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ । ଗ୍ରୀନ ମଟର (Green Peas)ନିୟମିତ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ । ଗ୍ରୀନ ମଟର (Green Peas)ସୁଗାରର ମାତ୍ରାକୁ ନିୟନ୍ତ୍ରିତ କରେ ।

-ଗ୍ରୀନ ମଟର (Green Peas)ସ୍ୱାଦିଷ୍ଟ ହେବା ସହିତ ପୋଷଣରେ ଭରପୂର । ଗ୍ରୀନ ମଟର (Green Peas)ରେ ଭିଟାମିନ ଓ ମିନେରାଲ ପ୍ରଚୁର ପରିମାଣରେ ରହିଛି । ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ଲାଗି ମଧ୍ୟ ଉଦ୍ଦିଷ୍ଟ ।

-ଗ୍ରୀନ ମଟର (Green Peas)ରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ଫାଇବର ଥାଏ । ଏହା ସହିତ ଏଥିରେ ଆଇରନ ,ଜିଙ୍କ, ମାଙ୍ଗାନିଜ, ଏବଂ କପର ମଧ୍ଯ ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା ମଧ୍ୟ କରିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

-ଗ୍ରୀନ ମଟର (Green Peas)ଶରୀରରେ ସୁଗାରର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଗ୍ରୀନ ମଟର (Green Peas) ନିୟମିତ ଖାଇଲେ ମଧୁମେହ (Diabetes)ରୋଗର ଆଶଙ୍କା କମ ହୋଇଥାଏ ।

-ଗ୍ରୀନ ମଟର (Green Peas)ନିୟମିତ ଖାଇଲେ ଏହା ଶରୀରର ହାଡ଼କୁ ମଜଭୁତ ମଧ୍ୟ କରିଥାଏ ।

ପ୍ରକାଶ ଥାଉ କି, ଯଦି ଆପଣମାନେ ଏହି ସବୁ ଜିନିଷକୁ ଧ୍ୟାନରେ ରଖି ଗ୍ରୀନ ମଟର (Green Peas) ଖାଆନ୍ତି , ତେବେ ଆପଣମାନେ କୌଣସି ଅସୁବିଧାରେ ପଡିବେ ନାହିଁ ।

କ୍ୟାନସର ଦୂର କରେ କଦଳୀ

କିସମିସ ସହିତ ଖାଆନ୍ତୁ ମହୁ, ବ୍ଲଡପ୍ରେସରରୁ ମିଳିବ ମୁକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)