Health & Lifestyle

ଶରୀରରେ ଏହି 6 ଟି ଲକ୍ଷଣ ଦେଖିବା ମାତ୍ରେ ହୋଇଯାଆନ୍ତୁ ସତର୍କ ...

ଶରୀରରେ କୋଲେଷ୍ଟ୍ରଲ୍ (cholesterol)ବୃଦ୍ଧି ହେତୁ, ହୃଦ୍‌ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ, ଆମେ ଆମର କୋଲେଷ୍ଟ୍ରଲ୍ (cholesterol) ସ୍ତରକୁ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଏ, ଶରୀରରେ କିଛି ଲକ୍ଷଣ ଦେଖାଯାଏ, ଯାହାକୁ କେବେବି ଅଣଦେଖା କରିବା ଉଚିତ୍ ନୁହେଁ।

12 May, 2025 2:17 PM IST By: Sudesna Nayak

ଶରୀରରେ କୋଲେଷ୍ଟ୍ରଲ୍ (cholesterol)ବୃଦ୍ଧି ହେତୁ, ହୃଦ୍‌ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ, ଆମେ ଆମର କୋଲେଷ୍ଟ୍ରଲ୍ (cholesterol) ସ୍ତରକୁ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଏ, ଶରୀରରେ କିଛି ଲକ୍ଷଣ ଦେଖାଯାଏ, ଯାହାକୁ କେବେବି ଅଣଦେଖା କରିବା ଉଚିତ୍ ନୁହେଁ।

ହାଇ କୋଲେଷ୍ଟ୍ରଲର ଲକ୍ଷଣ (Signs of High Cholesterol)

ଥକ୍କାପଣ ଲାଗେ - ହାଇ କୋଲେଷ୍ଟ୍ରଲ୍ ଯୋଗୁଁ, ଥକ୍କାପଣ ଏବଂ ଦୁର୍ବଳତା ଲାଗେ । ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ମୁଣ୍ଡବିନ୍ଧା ହୁଏ- କୋଲେଷ୍ଟ୍ରଲ୍ ବୃଦ୍ଧି ଯୋଗୁଁ ବ୍ଲଡ ପ୍ରେସର ବଢି ପାରେ, ଯାହା ଦ୍ବାରା ମୁଣ୍ଡବିନ୍ଧା ହୋଇପାରେ। ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ଛାତି ଯନ୍ତ୍ରଣା - ହାଇ କୋଲେଷ୍ଟ୍ରଲ୍ ଯୋଗୁଁ ଛାତି ଯନ୍ତ୍ରଣା ହୋଇପାରେ। ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ଗୋଡ଼ ଯନ୍ତ୍ରଣା: ହାଇ କୋଲେଷ୍ଟ୍ରଲ୍ (high cholesterol) ଯୋଗୁଁ ଆପଣଙ୍କ ଗୋଡ଼ ଯନ୍ତ୍ରଣା ହୋଇପାରେ, ଯାହା ଫଳରେ ଚାଲିବା ସମୟରେ ଯନ୍ତ୍ରଣା ହୋଇପାରେ । ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ତ୍ବଚାରେ ପରିବର୍ତ୍ତନ -ହାଇ କୋଲେଷ୍ଟ୍ରଲ୍ ଯୋଗୁଁ ତ୍ବଚା ହଳଦିଆ ଦେଖା ଦେଇ ପାରେ। ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ନଖରେ ପରିବର୍ତ୍ତନ - ହାଇ କୋଲେଷ୍ଟ୍ରଲ୍ (high cholesterol) ଯୋଗୁଁ ନଖ ହଳଦିଆ ପଡ଼ିପାରେ । ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ପ୍ରକାଶ ଥାଉ ଯେ, ଶରାରରେ ଏହି ସବୁ ଲକ୍ଷଣ ଦେଖାଦେଲେ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ । ଏହି ଲକ୍ଷଣଗୁଡ଼ିକୁ ଠିକ୍ ସମୟରେ ଚିହ୍ନି, ଆପଣ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାକୁ ହ୍ରାସ କରିପାରିବେ |

Summer Tips: ଗ୍ରୀଷ୍ମ ଋତୁରେ ମଧ୍ୟ ଚମକଦାର ରହିବ ତ୍ୱଚା..!

ଏହି ସ୍ୱାଦିଷ୍ଟ ଫଳର ରହିଛି ଚମତ୍କାର ଗୁଣ,ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ....