Horticulture

୨୬ ରୁ ଆଦିବାସୀ ମେଳା ...

ଚଳିତ ବର୍ଷ ଏହି ଆଦିବାସୀ ମେଳା ୨୫ ଟି ଜନଜାତିଙ୍କ ଘର ଦେଖଣାହାରୀଙ୍କୁ ଆକୃଷ୍ଟ କରିବ I ବିଶେଷ କରି ହୋ ,ସଉରା ,କୁଟିଆ ,ମାଟିଆ ,ଓରାମ, ମୁଣ୍ଡ ,ଖଡ଼ିଆ ,କିସାନ ,ସାଉଁଥି ,ପଡି ଭୂୟାଁ ପ୍ରମୁଖଙ୍କ ଘର ଏବର୍ଷ ମେଳା ରେ ଆକର୍ଷଣ ସାଜିବ

23 January, 2019 10:36 AM IST By: KJ Staff

ପାହାଡି ମାଟି ର ମହକରେ ଫାଟିଲାଣି ରାଜଧାନୀ |ଗୋବର ଓ ନାଲି ମାଟି ରେ ଲିପା ହେଲାଣି ଘର କାନ୍ଥ |ସହରରେ ବାସବନ୍ଧିଲେଣି ବନବାସୀ |

୨୬ ତାରିଖରୁ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡିଆ ରେ ଆରମ୍ଭ ହେବ ଆଦିବାସୀ ମେଳା ସେଥିପାଇଁ ଆସୁ ଆସୁ ତତ୍ପରତା ଦେଖାଇଲେଣି ଏମାନେ | ବାସ ତିଆରି ଆରମ୍ଭ କଲେଣି ପିଲାଠାରୁ ବୁଢା ସଭିଏଁ ଏକାଠି ହୋଇ କାମ କରୁଛନ୍ତି |କିଏ ପାଦ ରେ ମାଟି ଚକଟାଉଛି ଓ କେଵେ କାନ୍ଥ ରେ ମାଟି ଚାଟୁଚି ଆଉ କେଵେ ଘର ଚଣା ଛପର ପକାଇବାରେ ଲାଗିଛି


ଚଳିତ ବର୍ଷ ଏହି ଆଦିବାସୀ ମେଳା ୨୫ ଟି ଜନଜାତିଙ୍କ ଘର ଦେଖଣାହାରୀଙ୍କୁ ଆକୃଷ୍ଟ କରିବ |ବିଶେଷ କରି ହୋ ,ସଉରା ,କୁଟିଆ ,ମାଟିଆ ,ଓରାମ, ମୁଣ୍ଡ ,ଖଡ଼ିଆ ,କିସାନ ,ସାଉଁଥି ,ପଡି ଭୂୟାଁ ପ୍ରମୁଖଙ୍କ ଘର ଏବର୍ଷ ମେଳା ରେ ଆକର୍ଷଣ ସାଜିବ|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)