Horticulture

ଘରେ କରନ୍ତୁ ପଦ୍ମ ର ଉଦ୍ୟାନ

ଛାତ ଉପର ବା ଘର ଅଗଣାରେ ରେ ପ୍ରସ୍ପୁଟିତ ପଦ୍ମ ଫୁଲ ଟି ପର୍ଯ୍ୟାବରଣ କୁ ପ୍ରଫୁଲୀତା କରିବା ସଙ୍ଗେ ସଙ୍ଗେ ବାସଭବନ କୁ ଅଧିକ ସୁନ୍ଦର ଓ ମନୋହର କରିଥାଏ |ତେବେ ଏହି ପରି ଉଦୟଣା ର ପ୍ରସ୍ତୁତି ଓ ସଂରକ୍ଷଣ ଅତି ସରଳ |

23 November, 2018 2:48 PM IST By: KJ Staff
ଛାତ ଉପର ବା ଘର ଅଗଣାରେ ରେ ପ୍ରସ୍ପୁଟିତ ପଦ୍ମ ଫୁଲ ଟି ପର୍ଯ୍ୟାବରଣ କୁ ପ୍ରଫୁଲୀତା କରିବା ସଙ୍ଗେ ସଙ୍ଗେ ବାସଭବନ କୁ ଅଧିକ ସୁନ୍ଦର ଓ ମନୋହର କରିଥାଏ |ତେବେ ଏହି ପରି ଉଦୟଣା ର ପ୍ରସ୍ତୁତି ଓ ସଂରକ୍ଷଣ ଅତି ସରଳ |ଏହି ଉଦ୍ୟାନ ଲାଗି ଏକ ବଡ ମାଟି ପାତ୍ର ବା କୁଣ୍ଡ ର ଅବଶ୍ୟତା ଥାଏ ଯେଉଁଥିରେ ପଦ୍ମ ର ଚେର ମୂଳକୁ କୁ ବଢ଼ିଅ ଲାଗି ଉପଯୁକ୍ତ ବ୍ୟବଧାନ ,ଜଳ ,ପବନ ଓ ଆଲୋକ ମିଳିପାରୁଥିବା |

ଉଦ୍ୟାନ ପ୍ରସ୍ତୁତି ଲାଗି ଆବଶ୍ୟକ ସାମଗ୍ରୀ :


୧)ବଡ କୁଣ୍ଡ ବା ମାଟି ପାତ୍ର (୮ ରୁ ୧୦ ଇଞ୍ଚ ଗଭୀର )
୨)ଚିକଣ ମାଟି (କ୍ଳେ)
୩)ମାପିବା ଲାଗି ଶାସକ
୪)ଛୋଟ ଛୋଟ ଗୋଡି (ସଜାଇବା ଲାଗି )
୫)ଅତି ଛୋଟ କିସମ ର ପଦ୍ମ ବିହନ

ଉଦ୍ୟାନ ଲାଗି ପ୍ରସ୍ତୁତି :


୧)ପ୍ରଥମେ କୁଣ୍ଡ ବା ପାତ୍ର କୁ ୨ ଇଞ୍ଚ ଯାଏ ଚିକଣ ମାଟି (କ୍ଳେ) ରେ ପୁରାଣ କରନ୍ତୁ|
୨)ପଦ୍ମ ଅଂକୁର (ସିଡ଼ଲିଙ୍ଗ )ଆଣି ତାର ଛେରା କୁ ଯତ୍ନ ସହକାରେ ପାତ୍ର ରେ ଥିବା ମାଟି ରେ ପୋତି ଦିଅନ୍ତୁ |ମାନେ ରଖନ୍ତୁ ଗଛ ର ଉପର ଭାଗ ମାଟି ଉପରେ ରହିବ ଉଚିତ |
୩)ଚେର ବା ରାଇଜୋମ କୁ ମାଟି ରେ ଭଲ ଭାବରେ ପୋତି ଦିଅନ୍ତୁ ଫଳରେ ଚେର ମଜବୁତ ହୋଇ ରହିବ ଓ ଗଛ ଭାଙ୍ଗିବ ନାହିଁ |
୪)ଏବେ ସେ ମାଟି ଉପରେ ୨-୩ ଇଞ୍ଚ ଯାଏ ଛୋଟ ଛୋଟ ପଥର ଦେଇ ଘୋଡାଇ ଦିଅନ୍ତୁ |ଏହା ମାଟି କୁ ମଜବୁତ ରଖେ ଓ ପାଣି କୁ କାଦୁଆ ହେବାକୁ ଦିଏ ନାହିଁ |
୫)ସେ ପାତ୍ର ବା କୁଣ୍ଡ ରେ ୧ ଇଞ୍ଚ ଯାଏ ପାଣି ଭରନ୍ତୁ ଓ ତାକୁ ଖରା ରେ ରଖନ୍ତୁ |ପଦ୍ମ କୁ ଅତି କମରେ ୮ ଘଣ୍ଟା ର ସୂର୍ଯ୍ୟାଲୋକ ଆବଶ୍ୟକ ହୋଇଥାଏ |
୬)ପାତ୍ର ରେ ପାଣି ର ମାତ୍ର ସର୍ବଦା ଯାଞ୍ଚ କରନ୍ତୁ |ପାଣି ର ମାତ୍ରା କମିଗଲେ ବା ଦୁର୍ଗନ୍ଧ ହେଉଥିଲେ ଅଧିକ ତାଜା
ପାଣି ଦିଅନ୍ତୁ |
୮)ପୁରୁଣା ପଦ୍ମ ପତ୍ର,ଶୁଖିଯାଉଥିବା ଫୁଲ ଇତ୍ୟାଦି କାଟି ଫୋପାଡି ଦିଅନ୍ତୁ |ଏହା ଦ୍ୱାରା ଖାଦ୍ୟ ପରିଚାଳନା ଭଲ ଭାବରେ ହୋଇପାରିବ |
୯)ଶୀତ ଦିନରେ ଗଛ ଝାଉଁଳି ପଡ଼ିବାର ସମ୍ଭାବନା ଥାଏ |ତେବେ ୭୦ ଡ଼ିଗ୍ରୀ ତାପମାତ୍ରା ହେଲେ ଗଛ ପୁନର୍ବାର ବଢିବା ଆରମ୍ଭ କରେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)