Horticulture

ମଟର ରୁ ଲାଭ (ଦ୍ଵିତୀୟ ଭାଗ )

କାଲି ପ୍ରକାଶ ପାଇଥିବା ମଟର ରୁ ଲାଭ ର ଅବଶିଷ୍ଟାଂଶ ଏଠାରେ ପଢନ୍ତୁ

02 February, 2019 12:50 PM IST By: KJ Staff

କାଲି ପ୍ରକାଶ ପାଇଥିବା ମଟର ରୁ ଲାଭ ର ଅବଶିଷ୍ଟାଂଶ ଏଠାରେ ପଢନ୍ତୁ

ଖାତା ସାର:

ଶେଷ ଓଡ ଚାଷ ସମୟରେ ଏକର ପ୍ରତି ରୁ ୧୦ ଟନ ଗୋବର ଖତ ମାଟିରେ ମିଶାଇ ଦେବା ଆବଶ୍ୟକ |

ଏକର ପ୍ରତି ୨୦ ରୁ ୨୪ କି.ଗ୍ରା ଯବକ୍ଷାରଜାନ ୩୧ କି.ଗ୍ରା ଫସଫରସ ଏବଂ ୩୧ କି.ଗ୍ରା ପୋତାସ ସାର ଆବଶ୍ୟକ |ମଞ୍ଜି ଲଗାଇବା ସମୟରେ ସମସ୍ତ ପୋତାସ ଏବଂ ଫାସଫାର୍ସ ସହ ଅଧା ଯବକ୍ଷାରଜାନ ମାଟିରେ ମିଶାଇ ଦିଅନ୍ତୁ  ଏବଂ ୨୫ ରୁ ୩୦ ଦିନ ପରେ ବାକି ତାଙ୍କ ଯବକ୍ଷାରଜାନ ପ୍ରୟୋଗ କରିବା ଉଚିତ |

 

ମଞ୍ଜି ଲଗାଇବା ଦୂରତା :

ଧାଡିକୁ ଧାଡି ୨୦ ରୁ ୨୫ ସେ.ମି ଏବଂ ଗଛ କୁ ଗଛ ୧୦ ସେ.ମି ଦୂରତାରେ ମଞ୍ଜି ଲଗାଇବା ଆବଶ୍ୟକ |

ଆନ୍ତଚାଷ :

ମଞ୍ଜି ଲଗାଇବା ପୂର୍ବରୁ ପ୍ରତି ଏକର ୮୦୦ ମି .ଲି ପେଣ୍ଡିମେଥାଲୀନ  କୁ ୪୦୦ ରୁ ୫୦୦ ଲିଟର ପାଣିରେ ମିଶାଇ ମାଟିରେ ସିଞ୍ଚନ କଲେ ଅନାବନା ଘାସ ଉଠେ ନାହିଁ |ଯଦି ପରେ ଘାସ ପଦରୁଭାବ ଦେଖାଯାଏ ତେବେ ତାକୁ ହାତରେ ଉପାଡି ଗଛ ମୂଳକୁ ସାମାନ୍ୟ ଅତି ଟେକି ଦିଅନ୍ତୁ |

ଅମଳ :

ବ୍ୟଜ୍ଞାନିକ ପଦ୍ଧତି ଅବଲମ୍ବନ କଲେ ହେକ୍ଟର ପ୍ରତି ୮୦ ରୁ ୧୦୦ କୁଇଣ୍ଟାଲ  ପର୍ଯ୍ୟନ୍ତ ଅମଳ ମିଳିପାରିବ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)