Horticulture

ରୁପି ଲାଗି ଚିନ୍ତିତ ଅଛନ୍ତି କି??

ରୁପି ସମସ୍ୟା ଖୁବ୍ ସାଧାରଣ ଏବଂ ବିଶେଷ କରି ଶୀତଦିନ ରେ ଏହି ସମସ୍ୟା ର ସମାଧାନ କରିବା ବହୁତ୍ କଷ୍ଟ ହୋଇପଡେ।ଏହି ରୁପି କାରଣରୁ କେଶ ଖୁବ୍ ଝଡିଥାଏ ,କୁଣ୍ଡେଇ ହୁଏ,ଏବଂ ବଜାରରେ ମିଳୁଥିବା ଜେତେପ୍ରକର୍ ସ୍ୟାମ୍ପୋ ବ୍ୟବହାର କଲେ ମଧ୍ୟ ଏଥିରୁ ସବୁଦିନ ଲାଗି ମୁକ୍ତି ମିଳିବ ବହୁ କଷ୍ଟ।ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ରୁପି ରୁ ମୁକ୍ତି ମିଳିବ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞ ମତ ଦିଅନ୍ତି ।ଯଦି ଆପଣ ମଧ୍ୟ ବିଭିନ୍ନ ଉପାୟ ର ପ୍ରୟୋଗ କରି ନିରାଶ ହୋଇଛନ୍ତି ତେବେ ନିଶ୍ଚିନ୍ତ ଆଗକୁ ପଢ଼ନ୍ତୁ ..

13 December, 2018 1:21 PM IST By: KJ Staff

ରୁପି ସମସ୍ୟା ଖୁବ୍ ସାଧାରଣ ଏବଂ ବିଶେଷ କରି ଶୀତଦିନ ରେ ଏହି ସମସ୍ୟା ର ସମାଧାନ କରିବା ବହୁତ୍ କଷ୍ଟ ହୋଇପଡେ।ଏହି ରୁପି କାରଣରୁ କେଶ ଖୁବ୍ ଝଡିଥାଏ ,କୁଣ୍ଡେଇ ହୁଏ,ଏବଂ ବଜାରରେ ମିଳୁଥିବା ଜେତେପ୍ରକର୍ ସ୍ୟାମ୍ପୋ ବ୍ୟବହାର କଲେ ମଧ୍ୟ ଏଥିରୁ ସବୁଦିନ ଲାଗି ମୁକ୍ତି ମିଳିବ ବହୁ କଷ୍ଟ।ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ରୁପି ରୁ ମୁକ୍ତି ମିଳିବ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞ ମତ ଦିଅନ୍ତି ।ଯଦି ଆପଣ ମଧ୍ୟ ବିଭିନ୍ନ ଉପାୟ ର ପ୍ରୟୋଗ କରି ନିରାଶ ହୋଇଛନ୍ତି ତେବେ ନିଶ୍ଚିନ୍ତ ଆଗକୁ ପଢ଼ନ୍ତୁ ..

- ଅତି ବେଶୀରେ ସପ୍ତାହ ରେ ୨-୩ ଥର କେଶ ସଫା କରନ୍ତୁ।ପ୍ରତିଦିନ ସାଇଟ ରିତୁରେ କେଶ ଧୋଇଲେ କେଶ ମୂଳରେ ଥିବା ପ୍ରାକୃତିକ ତେଲ ଶୁଷ୍କ ହୋଇଯାଏ ଏବଂ ଏହି କାରଣରୁ ରୁପି ହୋଇଥାଏ।ଏହା ଦ୍ବାରା କେଶ ଦୁଇ ମୁହାଁ ହୁଏ ଏବଂ ଖୁବ୍ ଝଡେ |


- ଯେତେଥର କେଶ ଧୋଇଲେ ମଧ୍ୟ ପ୍ରତି ଥର ଯେପରି କଣ୍ଡିଷନର ଉପଯୋଗ କରିବେ।ଧ୍ୟାନ ଦେବେ ପ୍ରାକୃତିକ କଣ୍ଡିସନର ଯେପରି ଦହି ,କଞ୍ଚା କ୍ଷୀର ,ମହୁ ଇତ୍ୟାଦିର ବ୍ୟବହାର କରିବେ।ବଜାର ରେ ମିଳୁଥିବା କଣ୍ଡିସନରର ରେ ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ଵ ମିଶିଯାଏ ,ଯାହା କେଶ ପାଇଁ କ୍ଷତିକାରକ ।କଣ୍ଡିସନର ର ପ୍ରୟୋଗ କଲେ କେଶ ଶୁଷ୍କ ହୁଏ ନାହିଁ ଏବଂ ରୁପି ରୁ ରକ୍ଷା ମିଳେ।


- ଶୀତ ଦିନରେ ପାଣି ଥଣ୍ଡା ଥାଏ।ତେଣୁ ନଖ ଉଷୁମ ପାଣିରେ କେଶ ଧୁଅନ୍ତୁ।କେବେହେଲେ କେଶ ସଫା ନିମନ୍ତେ ଗରମ ପାଣି ର ବ୍ୟବହାର କରନ୍ତୁ ନାହିଁ।ଏହା କେଶ ମୂଳକୁ ଦୁର୍ବଳ କରେ ଏବଂ ଏହି କାରଣରୁ ରୁପି ହୋଇଥାଏ।


- କେଶ ଧୋଇବା ସମୟରେ ପାଣିରେ ଫାଳେ ଲେମ୍ବୁ, ଚିପୁଡି ସେହି ପାଣି ରେ କେଶ ଧୁଆନ୍ତୁ।ଲେମ୍ବୁ ରସ କେଶକୁ ବିଭିନ୍ନ ସଂକ୍ରମଣ ଓ ରୁପି ହେବାରୁ ରକ୍ଷା କରିଥାଏ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)