News

୧୮ ବର୍ଷ ଝିଅକୁ ୭୮ ବର୍ଷ ବୃଦ୍ଧଙ୍କ ସହ ହେଲା ପ୍ରେମ, କଲେ ବିବାହ

ସାମ୍ନାକୁ ଆସିଲା ଏକ ଆଶ୍ଟର୍ଯ୍ଯଜନକ କଥା । 18 ବର୍ଷ ଝିଅକୁ ହେଲା ନିଜ ଠୁ 60 ବର୍ଷ ବଡ ବ୍ୟକ୍ତିଙ୍କ ସହ ପ୍ରେମ ଏବଂ ପରେ କଲେ ବିବାହ ।

04 October, 2022 5:12 PM IST By: Sudesna Nayak

ସାମ୍ନାକୁ ଆସିଲା ଏକ ଆଶ୍ଟର୍ଯ୍ଯଜନକ ଘଟଣା । 18 ବର୍ଷ ଝିଅକୁ ହେଲା ନିଜ ଠୁ 60 ବର୍ଷ ବଡ ବ୍ୟକ୍ତିଙ୍କ ସହ ପ୍ରେମ ଏବଂ ପରେ କଲେ ବିବାହ ।

ସୂଚନା ଅନୁୟାୟୀ ହିଁ, 78 ବର୍ଷୀୟ ଚାଷୀ ( farmer)ରଶଦ (rashed) ମୈଗାକୋପଙ୍କ ବିବାହ 18 ବର୍ଷୀୟା ହଲିମା (halima)ଅବଦୁଲ୍ଲାଙ୍କ ସହ ମୁସଲିମ୍ ରୀତିନୀତିରେ ହିଁ ସମ୍ପନ୍ନ ହୋଇଛି । ୩ ବର୍ଷ ତଳେ ଦୁହିଁଙ୍କର ଏକ ଡିନର ପାର୍ଟିରେ ଭେଟ ହୋଇଥିଲା ।

18 ବର୍ଷ ଝିଅକୁ 78 ବର୍ଷ ବୃଦ୍ଧଙ୍କ ସହ ହେଲା । ପ୍ରେମ 3 ବର୍ଷ ସମ୍ପର୍କରେ ରହିବା ପରେ ବିବାହ କଲେ ଦୁହେଁ । ସବୁଠୁ ବଡ କଥା ହେଲା ଯେ ଏହି ସମ୍ପର୍କକୁ ନେଇ ଦୁଇ ଜଣଙ୍କ ପରିବାରର ସହମତି ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ ଯେ, ରଶଦ (rashed)ଙ୍କ ଜଣେ ସମ୍ପର୍କୀଙ୍କ କହିବା ଅନୁସାରେ ହିଁ, ରଶଦ (rashed)ଙ୍କ ଏହା ପ୍ରଥମ ବିବାହ । ହଲିମା (halima)ଙ୍କର ମଧ୍ୟ ଏହା ପ୍ରଥମ ଭଲପାଇବା ଏବଂ ବିବାହ । ଦୁହିଁଙ୍କ ପରିବାର ଲୋକଙ୍କ ସହମତି ପରେ ଦୁହେଁ ମୁସ୍ଲିମ ରୀତିନୀତିରେ ହିଁ ବିବାହ କରିଛନ୍ତି ।

ମଧୁମେହ ରୋଗୀଙ୍କ ପାଇଁ ରାମବାଣ କାକୁଡି

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)