News

ପୁଣି କ୍ଷତାକ୍ତ ଫୁଲୱାମା

ଗତ ଗୁରୁବାର ଅପରାହ୍ନ ରେ ଏକ ସ୍କୋର୍ପିଓ ବହୁଳ ମାତ୍ର ର ଆର.ଡି. ଏକ୍ସ ସହ ଆସି ଏକ ସି .ଆର .ପି.ଏଫ ଜୱାନ ମାନଙ୍କ ଗାଡି ରେ ଧକ୍କା ହୋଇଥିବାରୁ ୪୪ ଜଣ ଜୱାନ ସହିଦ ହୋଇଥିଲେ |ଏହା ଏହି ଶତାବ୍ଦୀ ର ସବୁଠାରୁ ଭୟଙ୍କର ଆତଙ୍କ ର ଖେଳ ହୋଇଥିଲା ବେଳେ ଏବେ ମଧ୍ୟ ସେହି ଆତଙ୍କ ର ପ୍ରଭାବ ରୁ ଉଭୁରି ନାହିଁ ଫୁଲୱାନା |

18 February, 2019 11:06 AM IST By: KJ Staff

ଗତ ଗୁରୁବାର ଅପରାହ୍ନ ରେ ଏକ ସ୍କୋର୍ପିଓ ବହୁଳ ମାତ୍ର ର ଆର.ଡି. ଏକ୍ସ ସହ ଆସି ଏକ ସି .ଆର .ପି.ଏଫ ଜୱାନ ମାନଙ୍କ ଗାଡି ରେ ଧକ୍କା ହୋଇଥିବାରୁ ୪୪ ଜଣ ଜୱାନ ସହିଦ ହୋଇଥିଲେ |ଏହା ଏହି ଶତାବ୍ଦୀ ର ସବୁଠାରୁ ଭୟଙ୍କର ଆତଙ୍କ ର ଖେଳ ହୋଇଥିଲା ବେଳେ ଏବେ ମଧ୍ୟ ସେହି ଆତଙ୍କ ର ପ୍ରଭାବ ରୁ ଉଭୁରି ନାହିଁ ଫୁଲୱାମା |

ଏପରି ପରିସ୍ଥିତି ରେ ପୁଣି ଥରେ କ୍ଷତାକ୍ତ ହୋଇଛି ଫୁଲୱାନା |ଠିକ ତାର ୪ ଦିନ ପରେ ଗତ କାଲି ରବିବାର ଦିନ ଏକ ମଧ୍ୟରାତ୍ରି ରେ ଆହୁରି ୪ ଜଣ ଜୱାନ ଏକ ଏନ୍କାଉଣ୍ଟର ରେ ସହିଦ ହୋଇଛନ୍ତି |
ଶୁକ୍ରବାର ଠାରୁ ସେଠାରେ କରଫୁ ଲାଗୁ ହୋଇଥିଲା ବେଳେ ସି.ଏ ଏଇ .ଟି ତରଫରୁ ସୋମବାର ଦିନ ସର୍ବଭାରତୀୟ   ବନ୍ଦ ଡାକରା ଦିଆଯାଇଛି |

ପରିସ୍ଥିତି ଏବେ ମଧ୍ୟ ଶୋକପୂର୍ଣ ଥିଲା ବେଳେ ହାରାହାରି ୧୦୦୦ ଲୋକନାକୁ ସ୍ଥାନୀୟ ମଦରାସା ଏବଂ ମସଜିଦ ରେ ଆଶ୍ରୟ ଦିଆଯାଇଛି |

ଘାଜି ନାମକ ଏକ ଆତଙ୍କବାଦୀ ଏହାର ମାଷ୍ଟ୍ର ମାଇଣ୍ଡ ହେବାର ଜଣାଯାଇଛି |

ପୁଲୱାନା ଆଟାକ୍ କେମିତି ଓ କେବେ ହେଇଥିଲା ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)