News

ଏମ୍ସ ଏମ.ବି.ବି.ଏସ ପରୀକ୍ଷା ଫଳ

ଏମ୍ସ ଏମ.ବି.ବି.ଏସ ପରୀକ୍ଷା ଫଳ

13 June, 2019 1:40 PM IST By: KJ Staff

ଚଳିତ ବର୍ଷା ୨୫ ଓ ୨୬ ତାରିଖ ଦିନ ଏମ୍ସ ର ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା |ଏହି ପରୀକ୍ଷା ଚଳିତ ବର୍ଷ ୧୫ ଟି ଏମ୍ସ ଇନଷ୍ଟିଟ୍ୟୁଟ ଏବଂ ୧୨୦୦ ଟି ଏମ.ବି.ବି.ଏସ ସିଟ ଲାଗି ପରୀକ୍ଷା ହୋଇଥିଲା |ଏଠାରେ ସୂଚନା ଜଗା ରେ ପରୀକ୍ଷା ର 

ଚଳିତ ବର୍ଷା ୨୫ ଓ ୨୬ ତାରିଖ ଦିନ ଏମ୍ସ ର ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା |ଏହି ପରୀକ୍ଷା ଚଳିତ ବର୍ଷ ୧୫ ଟି ଏମ୍ସ ଇନଷ୍ଟିଟ୍ୟୁଟ ଏବଂ ୧୨୦୦ ଟି ଏମ.ବି.ବି.ଏସ ସିଟ ଲାଗି ପରୀକ୍ଷା ହୋଇଥିଲା |ଏଠାରେ ସୂଚନା ଜଗା ରେ ପରୀକ୍ଷା ର ଫଳ ଫୋନ ବା ମେଲ ରେ ଦିଆଯିବ ନାହିଁ |

ପରୀକ୍ଷା ରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ କାଉନ୍ସେଲିଂ ରେ ଯୋଗ ଦେବାର ସୁଯୋଗ ପାଇବେ ଏବଂ ଏହା ଖୁବ ଶୀଘ୍ର ଏମ୍ସ ୱେବସାଇଟ ରେ ଉପଲବ୍ଧ ହେବ |କାଉନ୍ସେଲିଂ ଅନଲାଇନ ମାଧ୍ୟମରେ ହୋଇଥିଲା ବେଳେ ଏହାର ଫଳାଫଳ ୧୮ ଜୁନ ସୁଦ୍ଧା ଏମ୍ସ ୱେବସାଇଟ ରେ ପ୍ରକାଶ ପାଇବ|
ପରୀକ୍ଷା ର ଫଳାଫଳ ଏମ୍ସ ର ୱେବସାଇଟ www.aiimsexams.org ରେ ଉପଲବ୍ଧ କରାଯାଇଛି |ଏଠାରେ ଉତ୍ତୀର୍ଣ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କର କ୍ରମାଙ୍କ ମଧ୍ୟ ଉପଲୋଡ଼ କରାଯାଇଛି |

ଚଳିତ ବର୍ଷ ପାଠ୍ୟକ୍ରମ ଲାଗି ପାଠପଢା ଅଗଷ୍ଟ ୧ ରୁ ଆରମ୍ଭ ହେବ ବୋଲି ୱେବସାଇଟ ରେ ଉପଲବ୍ଧ ବୁଲେଟିନ ରେ ସୂଚନା ଦିଆଯାଇଛି |

କାଉନ୍ସେଲିଂ ପରେ ଚୟନ କରାଯାଇଥିବା ପରୀକ୍ଷାର୍ଥୀ ମାନେ ନିଜ ନିଜ ର ଇନଷ୍ଟିଟ୍ୟୁଟ ରେ ଏକ ମେଡିକାଲ ଟେଷ୍ଟ କରାଇବା ବାଧ୍ୟତା ମୂଳକ କରାଯାଇଛି |ଏହି ଟେଷ୍ଟ ରେ ଅସଫଳ ହେବା ଛାତ୍ରଛାତ୍ରୀ ମାନେ ପାଠ୍ୟକ୍ରମ ଲାଗି ଯୋଗ୍ୟ ହେବ ନାହିଁ ବୋଲି ମେଡିକାଲ ବୋର୍ଡ ତରଫରୁ ସୂଚନା ଦିଆଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)