News

ବନ୍ଦ ହେଲା ଭାରତ !!ନିର୍ଜନ ହେଲା ରାସ୍ତାଘାଟ ..

କେନ୍ଦ୍ର ଶ୍ରମିକ ସଂଘ ଦ୍ୱାରା ଦେଶବ୍ୟାପୀ ବିରୋଧ ହେତୁ ବାଧାପ୍ରାପ୍ତ ହୋଇଛି ଦୈନଦିନ ଜୀବନଯାପନ |ବିଶେଷ କରି ପ୍ରଭାବିତ ହୋଇଛି ପଶ୍ଚିମ ବଙ୍ଗ,ଓଡିଶା ଏବଂ କେରଳ |ବିରୋଧ ର ପ୍ରଥମ ଦିନ ରୁ ଦେଖବାକୁ ମିଳିଥିଲା ଗଣ୍ଡଗୋଳ |

09 January, 2019 4:56 PM IST By: KJ Staff

କେନ୍ଦ୍ର ଶ୍ରମିକ ସଂଘ ଦ୍ୱାରା ଦେଶବ୍ୟାପୀ ବିରୋଧ ହେତୁ ବାଧାପ୍ରାପ୍ତ ହୋଇଛି ଦୈନଦିନ ଜୀବନଯାପନ |ବିଶେଷ କରି ପ୍ରଭାବିତ ହୋଇଛି ପଶ୍ଚିମ ବଙ୍ଗ,ଓଡିଶା ଏବଂ କେରଳ |ବିରୋଧ ର ପ୍ରଥମ ଦିନ ରୁ ଦେଖବାକୁ ମିଳିଥିଲା ଗଣ୍ଡଗୋଳ |

ବି.ଯେ.ପି ମୋଦି ସରକାର ଙ୍କ ବିରୋଧ ରେ ଏହି ଆନ୍ଦୋଳନ ରେ ଯୋଗଦାନ କରିଥିଲେ ପାଖାପାଖି ୨୦ କୋଟି ଶ୍ରମିକ ଏବଂ ୧୦ ଟି ଶ୍ରମିକ ସଂଘ ତା ସହ ବ୍ୟାଙ୍କ ଏବଂ ଇନ୍ସୁରାନ୍ସ ର କର୍ମକର୍ତା |ସେହିପରି ଚାଷୀ ସଂଘ ଏ.ଏଇ.କେ.ଏସ ଏବଂ ଭୂମି ଅଧିକାର ଆନ୍ଦୋଳନ ମଧ୍ୟ ଏହି ୨ ଦିନିଆ ଆନ୍ଦୋଳନ ରେ ଯୋଗଦାନ କରିଥିଲେ |ଏହାର ପ୍ରଭାବ ଭାରତ ବ୍ୟାପି ସମସ୍ତ ରାଜ୍ୟରେ ଦେଖିବାକୁ ମିଳିଛି ଯେପରି ବିହାର,ପଶ୍ଚିମ ବଙ୍ଗ,ମଣିପୁର ,ଗୋଆ ,ପଂଜାବ, ରାଜେଶଥାନ ଇତ୍ୟାଦି |

ଓଡିଶା ରେ ମଧ୍ୟ ଜାଗା ଜାଗା ରେ ଆନ୍ଦୋଳନ ଟାୟାର ଜଳେଇବା,ରାସ୍ତା ରୋକ, କରି ବିରୋଧ କରିବାର ଦୃଶ୍ୟ ଦେଖିବାକୁ ମିଳିଛି |ରେଳ ଏବଂ ବାସ ଚଳାଚଳ ବାଧାପ୍ରାପ୍ତ ହେବ ସାଙ୍ଗରେ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)