ବିଜୁ ପକ୍କା ଘର ଯୋଜନା (Biju Pakka Ghara Yojana Update)ରେ ଆସିଲା ଅପଡେଟ । ଆପଣମାନେ ନିଶ୍ଚିତ ଭାବରେ ବିଜୁ ପକ୍କା ଘର ବିଷୟରେ ଜାଣିଥିବେ । ଏହି ବିଜୁ ପକ୍କା ଘର ଯୋଜନାରୁ ବହୁତ ଲୋକମାନେ ଉପକୃତ ହୋଇପାରୁଛନ୍ତି । ଯେଉଁ ଲୋକମାନେ ନିଜର ଗୋଟିଏ ଘର ତିଆରି କରିବା ପାଇଁ ବହୁତ କଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା ବହୁତ ଲାଭ ଅଟେ ।
ସୂଚନା ଅନୁୟାୟୀ, ବିଜୁ ପକ୍କା ଘର ଯୋଜନା (Biju Pakka Ghara Yojana)ରେ ଆସିଲା ଅପଡେଟ । ନୂଆ ଲିଷ୍ଟରେ ସାମିଲ ହେଲେ 5 ହଜାର ପରିବାର ଦେଖନ୍ତୁ ଆପଣଙ୍କର ନା ଅଛି କି ନାହିଁ ।
ଏହି ଯୋଜନା ଦ୍ବାରା ବହୁତ ଲୋକମାନେ ଉପକୃତ ହୋଇପାରୁଛନ୍ତି ଓ ଏହା ବ୍ୟତୀତ ଏହି ଯୋଜନାରେ ବହୁତ ଲୋକମାନେ ନିଜର ପ୍ରସ୍ତୁତି କରିବା ପାଇଁ ବହୁତ ସହାୟତା ପାଇପାରୁଛନ୍ତି । ସରକାରଙ୍କ ଏହି ଯୋଜନା ମାଧ୍ଯମରେ ବୋହୁତ ଲୋକମାନେ ଉପକୃତ୍ ହୋଇ ପାରୁଛନ୍ତି । ଯଦି ଏହି ବିଜୁ ପକ୍କା ଘର ଯୋଜନା (Biju Pakka Ghara Yojana) ବିଷୟରେ କହିବା ବିଶେଷ କରି ବହୁତ ଗରିବ ଶ୍ରେଣୀର ଲୋକମାନେ ଏଥିରେ ଉପକୃତ ହୋଇପାରୁଛନ୍ତି ।
ବିଜୁ ପକ୍କା ଘର ଯୋଜନା (Biju Pakka Ghara Yojana) ମାଧ୍ୟମରେ ଏହି ବର୍ଷ ମଧ୍ୟ ବହୁତ ଲୋକମାନଙ୍କୁ ଘର ମିଳିବା ପାଇଁ ଯାଉଛି । ଯେଉଁମାନେ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ଓ ସେମାନେ ଯଦି ଏହି ଯୋଜନା ପାଇଁ ଉପଯୁକ୍ତ ହୋଇଥିବେ ତେବେ ଆପଣମାନଙ୍କୁ ଏହି ଯୋଜନାର ଲାଭ ପାଇ ପାରିବେ ।
ପ୍ରକାଶ ଥାଉ ଯେ, ଯଦି ଆପଣମାନେ ଆବେଦନ କରିବା ପାଇଁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଆପଣମାନେ ଏହି ଯୋଜନା ପାଇଁ ଆବେଦନ କରି ପାରିବେ । ଏହି ଯୋଜନାର ଅଧୀନରେ ଅର୍ଥ ସହାୟତା ମିଳି ପାରିବ । ଯାହା ଦ୍ବାରା ଆପଣମାନେ ବିଜୁ ପକ୍କା ଘର ଅଧୀନରେ ପକ୍କା ଘର (Pakka Ghara)କରି ପାରିବେ ।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଘର ମରାମତି ପାଇଁ ମିଳିବ ୩ ହଜାର ଟଙ୍କା