News

ବିଜେପି ର ସଂକଳ୍ପ …

ବିଜେପି ର ସଂକଳ୍ପ …

22 April, 2019 10:33 AM IST By: KJ Staff

 "କେନ୍ଦ୍ର ଓ ରାଜ୍ୟର ଡବଲ ଇଂଜିନ ମୋଦି ସରକାର ",ର ଆହ୍ୱାନ ଦେଇଛି ବିଜେପି |ଏବଂ ଏହା ସହ ନୂଆ ଓଡିଶା ଲାଗି ବିଜେପି କାମ କରିବାକୁ ସଂକଳ୍ପବଦ୍ଧ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଛି |ଏହା ବ୍ୟତୀତ କେତୋଟି ଗୁରୁତ୍ୱପୂର୍ଣ ନୂତନ ଯୋଜନା ଆଣିବାକୁ ମଧ୍ୟ ଲକ୍ଷ ରଖିଛି ବିଜେପି |ସରକାର ଗଠନ ର ପ୍ରଥମ ଦିନରୁ ହିଁ କାର୍ଯ୍ୟସିଦ୍ଧ ହେବାର ପରିକଳ୍ପନା କରାଯାଇଛି |ଜଣାନ୍ତୁ କଣ ସେ ଯୋଜନା …

୧)ନାବାଳିକା ଶୋଷଣ ବିରୋଧରେ ଦୃଢ ଆଇନ ବ୍ୟବସ୍ଥା ..

ମହିଳା ଙ୍କ ପ୍ରତି ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଏବଂ ୧୫ ବର୍ଷ ରୁ କାମ ବୟସର ବାଳିକାମାନଙ୍କ ସହ ଦୁଷ୍କର୍ମ ରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ |

 

2)୨)ଏସଏଚଜି ସଶକ୍ତିକରଣ ..
ଋଣ ଛାଡ,ସୁଧମୁକ୍ତ ଋଣ ,ପ୍ରତି ସଦସ୍ୟଙ୍କୁ ସ୍ମାର୍ଟଫୋନ ସହ ମାସିକ ୨ ଯିବି ଡାଟା ,ଏସଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବିପଣନ ପାଇଁ ବ୍ଲକ ସ୍ଥରରେ ମା ତାରାତାରିଣୀ ସ୍ତର ପ୍ରତିଷ୍ଠା ..

୩)ଅଙ୍ଗନବାଡି କର୍ମୀଙ୍କ ଆର୍ଥିକ ସଶକ୍ତିକରଣ ..
ଅଙ୍ଗନବାଡି କର୍ମୀଙ୍କ ମାସିକ ଭତ୍ତା ୧୫,୦୦୦ ଟଙ୍କା ଏବଂ ସହାୟିକାମାନଙ୍କ ମାସିକ ଭତ୍ତା ୯୦୦୦ ଟଙ୍କା କୁ ବୃଦ୍ଧି ଏବଂ ଅବସର ନେଲା ପରେ ୧ ଲକ୍ଷ ଟଙ୍କା ସହାୟତା |
୪)ଶୈଳବାଳା ଟୁ ହ୍ୱିଲର ଯୋଜନା :
ଯୁକ୍ତ ଦୁଇ ଶେଷ କରୁଥିବା ମାଧବୀ ଛାତ୍ରୀ ଙ୍କୁ ମାଗଣା ୨ଚକିଆ ଯାନ

୫)ଛାତ୍ରୀ ମାନଙ୍କ ପାଇଁ ସୁଭଦ୍ରା ସମୃଦ୍ଧି ଯୋଜନା ..
କନ୍ୟା ସନ୍ତାନ ଜନ୍ମ ହେଲେ ବ୍ୟାଙ୍କ ଖାତା ଖୋଲି ଗ୍ରାଜୁଏସନ ନାମ ଲେଖାଇବା ପର୍ଯ୍ୟନ୍ତ ବ୍ୟାଙ୍କ ଖଟରେ ବିଭିନ୍ନ କିସ୍ତିରେ ୫୦,୦୦୦ ଟଙ୍କା |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)