ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Of Bihar Nitish kumar)। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର (Nitish Kumar )। ଆଜି ମଙ୍ଗଳବାର (TUESDAY)ଅପରାହ୍ନ ୪ଟା ସମୟ ବେଳେ ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହ୍ବାନ (Phagu Chauhan Governor of Bihar)ଙ୍କୁ ଇସ୍ତଫା ପତ୍ର ଦେଲେ ।
ଇସ୍ତଫା ପରେ ନୀତିଶ କୁମାର (Nitish kumar)କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି '।
ପ୍ରକାଶ ଥାଉ ଯେ, ଏଥିସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି ।