News

ଚିଲିକା ରେ ଆରମ୍ଭ ହେବ ବାର୍ଡ଼ ଫେଷ୍ଟ…

ବିଶ୍ୱପ୍ରସିଦ୍ଧ ଫଟୋଗ୍ରାଫର,ପାଖି ନିରୀକ୍ଷକ ଏବଂ ପ୍ରାୟେ ୨୦୦ ଟି ଭାରତୀୟ ଙ୍କୁ ନେଇ ଜାନୁଆରୀ ୨୭ ରେ ମଙ୍ଗଳଜୋଡି ରେ ଆରମ୍ଭ ହେବ ଦ୍ଵିତୀୟ ବାର୍ଡ଼ ଫେଷ୍ଟ|୨ ଦିନିଆ ଏହି କାର୍ଯ୍ୟକ୍ରମ ରେ ଆୟୋଜିତ ହେବ ବିଭିନ୍ନ ଆଲୋଚନା ଶିବିର ,ପ୍ରଦର୍ଶନୀ ଏବଂ ନାଳବନ ଓ ମଙ୍ଗଳଯୋଡି ପରିଦର୍ଶନ |

19 January, 2019 10:02 AM IST By: KJ Staff
ବିଶ୍ୱପ୍ରସିଦ୍ଧ ଫଟୋଗ୍ରାଫର,ପାଖି ନିରୀକ୍ଷକ ଏବଂ ପ୍ରାୟେ ୨୦୦ ଟି ଭାରତୀୟ ଙ୍କୁ ନେଇ ଜାନୁଆରୀ ୨୭ ରେ ମଙ୍ଗଳଜୋଡି ରେ ଆରମ୍ଭ ହେବ ଦ୍ଵିତୀୟ ବାର୍ଡ଼ ଫେଷ୍ଟ|୨ ଦିନିଆ ଏହି କାର୍ଯ୍ୟକ୍ରମ ରେ ଆୟୋଜିତ ହେବ ବିଭିନ୍ନ ଆଲୋଚନା ଶିବିର ,ପ୍ରଦର୍ଶନୀ ଏବଂ ନାଳବନ ଓ ମଙ୍ଗଳଯୋଡି ପରିଦର୍ଶନ |

"ଏସିଆ ବାର୍ଡ଼ ପାରାଡାଇସ;ମଙ୍ଗଳଯୋଡି";ଏସିଆ ମହାଦେଶ ସବୁଠାରୁ ବଡ ଲୁଣି ପାଣି ହ୍ରଦ ଚିଲିକା ରେ ଅବସ୍ଥିତ |ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ମାତ୍ର ରେ ପାଖି ବିଭିନ୍ନ ଦେଶ ରୁ ଉଡି ଆସିଥାନ୍ତି ଏବଂ ହଜାର ହଜାର ପର୍ଯ୍ୟଟକଙ୍କର ମନ କିଣି ନିଅନ୍ତି |ହାରାହାରି ୨୦୦ ଟି ପ୍ରଜାତି ଭିଭିନ୍ନ ଚଢେଇ ଏଠାକୁ ଆସିଥାନ୍ତି |

ଚିଲିକା ଏସିଆ ମହାଦେଶର ମଧ୍ୟାଞ୍ଚଳ ରେ ଥିବାରୁ ଏଠାକୁ ଆର୍ଟିକ ଏବଂ ସବ ଆର୍ଟିକ ଅଂଚଳରେ ବିଭିନ୍ନ ପାଖି ଏହି ସମୟରେ ପ୍ରଜନନ ଏବଂ ଅଣ୍ଡା ଦେବା ଲାଗି ଆସିଥାନ୍ତି |ଏହାର ଗୁରୁତ୍ୱ କୁ ଲକ୍ଷ କରି ଚିଲିକା ଏବେ ରାମସାର କଂବେସନ ଅନୁଯାୟୀ ରାମସାର ସାଇଟ ଭାବେ ଘୋଷଣା କରାଯାଇଛି |  

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)