News

LPG Cylinder Price: ସାଧାରଣ ଲୋକଙ୍କୁ ଆଶ୍ବସ୍ତି,୧୧୫ ଟଙ୍କା ଶସ୍ତା ଏଲ୍‌ପିଜି ସିଲିଣ୍ଡର

ନଭେମ୍ବର ମାସ ଆରମ୍ଭରୁ ଖୁସି ଖବର! କମିଲା ଗ୍ୟାସ ଦର । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର (Commercial lpg cylinder)ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ଏହି ହ୍ରାସ ଘଟିଛି ।

01 November, 2022 3:15 PM IST By: Sudesna Nayak

ନଭେମ୍ବର ମାସ ଆରମ୍ଭରୁ ଖୁସି ଖବର! କମିଲା ଗ୍ୟାସ ଦର । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର (Commercial lpg cylinder)ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ଏହି ହ୍ରାସ ଘଟିଛି ।

ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର (GOOD NEWS) । ନଭେମ୍ବର ୧ ରୁ ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର । ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୧୫ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ କେବଳ ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ହିଁ ହୋଇଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆଜି ମଙ୍ଗଳବାର (TUESDAY) ଠାରୁ ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦର ୧୧୫.୫ଟଙ୍କା, କୋଲକାତାରେ ୧୧୩, ମୁମ୍ବାଇରେ ୧୧୫.୫, ଚେନ୍ନାଇରେ ୧୧୬.୫ଟଙ୍କା ଶସ୍ତାରେ ମିଳିବ । ଏହାପୂର୍ବରୁ ଅକ୍ଟୋବର 1 ରେ ବି ଏହି ସିଲିଣ୍ଡରର ଦର ୨୫ଟଙ୍କା କମ୍ ହୋଇଥିଲା । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମ୍‌ରେ ମିଳିବ ।

ଏଲପିଜି ସିଲିଣ୍ଡର ଦାମ ମଧ୍ୟ କମିଛି । ନଭେମ୍ବର ୧ ରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି । ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ହିଁ ଏହି ହ୍ରାସ ଘଟିଛି।

ସେହିଭଳି ଭାରତରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୫୦,୮୪୦ ଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୬,୬୦୦ଟଙ୍କା ରହିଛି। ପୂର୍ବ ଦିନର ମୂଲ୍ୟ ତୁଳନାରେ ମୂଲ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟ ଦେଖିବାକୁ ମିଳିଥିଲା ।

କମିଲା LPG ସିଲିଣ୍ଡର ଦର,ଜାଣନ୍ତୁ କେତେ ?

କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)