News

ମୌସୁମୀ ର ଅଭାବ !ଧାନ ଚାଷ ଙ୍କ ଲାଗି ସତର୍କତା ର ଚିହ୍ନ

19 July, 2019 1:27 PM IST By: KJ Staff

ବର୍ଷା ର ଚିହ୍ନ ଦେଖାଇ ଧୋକା ଦେଇଛି ମୌସୁମୀ |ରାଜ୍ୟ ସାରା ଏବେ ମୌସୁମୀ ର ଅଭାବରେ ଟାଙ୍ଗରା ପଡିଛି ଉର୍ବର ଭୂଇଁ| ଏହା ବିଶେଷ କରି ଓଡିଶା ର ଭାତହାଣ୍ଡି ସୁନ୍ଦରଗଡ଼ ଜିଲ୍ଲା ର ଧାନ ଚାଷୀ ମାନଙ୍କ ନିଦ ହଜାଇଛି |ଯଦି ଏହି ପରି ମୌସୁମୀ ଅଭାବ ଆଗାମୀ ୧ ସପ୍ତାହ ଯାଏ ଦେଖିବାକୁ ମିଳେ ତେବେ ନିଶ୍ଚିନ୍ତ ଭାବେ ଧାନ ତଳି ମାନେ ଜଳ ଅଭାବ ରୁ ମଉଳି ଯିବେ |

ସୂତ୍ର ରୁ ଜଣାପଡିଛି ଯେ ମୌସୁମୀ ବର୍ଷା ବିଶେଷ ଭାବେ ଜୁଲାଇ ୨ ରୁ ୩ ରେ ବଢିବାର ଦେଖିଯାଇଥିଲା ତେଣୁ ଚାଷୀ ମାନେ ହାରାହାରି ୧.୧୭ ଲକ୍ଷ ର ଜମି ରେ ଧାନ ବୁଣିବ ଆରମ୍ଭ କରିଥିଲେ |ଜିଲ୍ଲାର ବଳକା ୯୨୦୦୦ ହେକ୍ଟର ଜମିରେ ନର୍ସରୀ tiara କରାଯାଇଥିଲା ଏବଂଜମି ହଳ କାର୍ଯ୍ୟ ଆରମ୍ଭ କରାଯାଇଥିଲାବେଳେ ବର୍ତମାନ ମୌସୁମୀ ର ଅନିୟମିତତା ଚାଷୀ ମାନଙ୍କ ନିଦ ହଜାଇଛି |ଆଉ ଥର ଭଲ ଭାବେ ବର୍ଷା ହୋଇଥିଲେ ଚାଷ କାମ ଅଗ୍ରସର ହୋଇଥାନ୍ତି |ତେବେ ଦୀର୍ଘ ୯ ଦିନ ହେଲାଣି ମୌସୁମୀ ର ଦେଖା ନାହିଁ ଏବଂ ତାତି ଅସହ୍ୟ ଭାବେ ବଢି ଚାଲିଛି ||