News

OUATର ନିଆରା ପ୍ରୟାସ, ସଫଳତାର ସହ ଚାଲିଛି କୃଷକ ମେଳା-୨୦୨୩

ରାଜ୍ୟ ରାଜଧାନୀ ଭୁବନେଶ୍ୱର(Bhubaneswar)ରେ ଆରମ୍ଭ ହୋଇଯାଇଛି କୃଷକ ମେଳା-୨୦୨୩(Farmer’s Fair-2023) । ଦେଶର ଦ୍ୱିତୀୟ ବୃହତ ଓ କ୍ଷାତିନାମା ବିଶ୍ୱବିଦ୍ୟାଳୟ ଓୟୁଏଟି ପରିସରରେ ଏହି ମେଳାର ଆୟୋଜନ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (OUAT) ଦ୍ୱାରା ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏହାର ମିଡିଆ ପାର୍ଟନର ହୋଇଛି ‘କୃଷି ଜାଗରଣ’(Krishi Jagran) । ଏହି ମେଳାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଓଡ଼ିଶାର କୃଷି ଓ କୃଷକଙ୍କ ଶସକ୍ତିକରଣ ।

27 February, 2023 1:38 PM IST By: Priyambada Rana

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)