News

ଆଜି ୧୧ଜିଲ୍ଲାରେ ଛେଚିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଏଣିକି ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ, , ରାଜ୍ୟରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆହୁରି 2 ଦିନ ଛେଚିବ ବର୍ଷା ହେବ । ଆଜି ମଙ୍ଗଳବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ ଜିଲ୍ଲା ,ନୂଆପଡ଼ା ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ବରଗଡ଼ ଜିଲ୍ଲା,ସମ୍ବଲପୁର ଜିଲ୍ଲା,ବଲାଙ୍ଗିର ଜିଲ୍ଲା,ଓ ଦେବଗଡ଼ ଜିଲ୍ଲା ।

27 June, 2023 11:49 AM IST By: Sudesna Nayak

ଏଣିକି ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା (heavy rainfall) ଲାଗି ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ, , ରାଜ୍ୟରେ ମୌସୁମୀ ଓ ଲଘୁଚାପ (low pressure warning)ପ୍ରଭାବରେ ଆହୁରି 2 ଦିନ ଛେଚିବ ବର୍ଷା (heavy rain)ହେବ । ଆଜି ମଙ୍ଗଳବାର (Tuesday) ୧୧ ଜିଲ୍ଲାରେ ଛେଚିବ ବର୍ଷା ଯାହାକୁ ନେଇ ୟେଲୋ ୱାର୍ଣ୍ଣିଂ (Yellow warning) ଜାରି ହୋଇଛି ।

ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର (Tuesday)୧୧ ଜିଲ୍ଲାରେ ପ୍ରବଳ ବର୍ଷା (heavy rainfall) ହେବ । ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ ଜିଲ୍ଲା ,ନୂଆପଡ଼ା ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ବରଗଡ଼ ଜିଲ୍ଲା,ସମ୍ବଲପୁର ଜିଲ୍ଲା,ବଲାଙ୍ଗିର ଜିଲ୍ଲା,ଓ ଦେବଗଡ଼ ଜିଲ୍ଲା ।

ଜାଣିରଖନ୍ତୁ ଯେ, 28 ତାରିଖରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ମଙ୍ଗଳବାର (Tuesday) ୧୧ ଜିଲ୍ଲାରେ ବର୍ଷା (rain) ।

ପ୍ରକାଶ ଥାଉ ଯେ, ଏଣିକି 2 ରୁ 3 ଦିନ ହେଲାଣି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା (rain)ଲାଗି ରହିଥିବା ବେଳେ ଆଜି ମଙ୍ଗଳବାର (Tuesday) ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା (heavy rainfall)ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏବେ ଥଣ୍ଡା ପଡ଼ିବ ପାଗ, ଆସୁଛି ମୌସୁମୀ

ଆହୁରି ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)