ଏଣିକି ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା (heavy rainfall) ଲାଗି ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ, , ରାଜ୍ୟରେ ମୌସୁମୀ ଓ ଲଘୁଚାପ (low pressure warning)ପ୍ରଭାବରେ ଆହୁରି 2 ଦିନ ଛେଚିବ ବର୍ଷା (heavy rain)ହେବ । ଆଜି ମଙ୍ଗଳବାର (Tuesday) ୧୧ ଜିଲ୍ଲାରେ ଛେଚିବ ବର୍ଷା ଯାହାକୁ ନେଇ ୟେଲୋ ୱାର୍ଣ୍ଣିଂ (Yellow warning) ଜାରି ହୋଇଛି ।
ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର (Tuesday)୧୧ ଜିଲ୍ଲାରେ ପ୍ରବଳ ବର୍ଷା (heavy rainfall) ହେବ । ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ ଜିଲ୍ଲା ,ନୂଆପଡ଼ା ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ବରଗଡ଼ ଜିଲ୍ଲା,ସମ୍ବଲପୁର ଜିଲ୍ଲା,ବଲାଙ୍ଗିର ଜିଲ୍ଲା,ଓ ଦେବଗଡ଼ ଜିଲ୍ଲା ।
ଜାଣିରଖନ୍ତୁ ଯେ, 28 ତାରିଖରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ମଙ୍ଗଳବାର (Tuesday) ୧୧ ଜିଲ୍ଲାରେ ବର୍ଷା (rain) ।
ପ୍ରକାଶ ଥାଉ ଯେ, ଏଣିକି 2 ରୁ 3 ଦିନ ହେଲାଣି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା (rain)ଲାଗି ରହିଥିବା ବେଳେ ଆଜି ମଙ୍ଗଳବାର (Tuesday) ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା (heavy rainfall)ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଏବେ ଥଣ୍ଡା ପଡ଼ିବ ପାଗ, ଆସୁଛି ମୌସୁମୀ
ଆହୁରି ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...