News

ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା ..

ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା ..

23 August, 2019 3:46 PM IST By: KJ Staff

ସର୍ବକ୍ଷଣ ରୁ ଜଣା ପଡିଛି ଭାରତ ରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |ଏହାର ବହୁ କାରଣ ହେଇପାରେ ଯେଉଁଥିରୁ ଖାଦ୍ୟପେୟର ଏହା ପ୍ରଭାବ ହେଇପାରେ ବୋଲି ବିଶେଷଜ୍ଞନ ମତ ଦେଇଛନ୍ତି |ଦେଶରେ ୨୦ ବର୍ଷ ରୁ ଉର୍ଧ୍ଵ ବୟସ୍କ ମଧୁମେହ ରୋଗୀଙ୍କ ସଂଖ୍ୟା ସମ୍ପ୍ରତି ୬  କୋଟିରେ ପହଞ୍ଚିଛି |
-ଅଧିକାଂଶ ମଧୁମେହ ରୋଗୀ ଭାତ ଖାଇବା ସହ ଯୁବପିଢ଼ି ବିଭିନ୍ନ ପ୍ରକାର ଫ୍ରାଏଡ ରାଇସର ଲୋଭରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି |


-ନିୟମିତ ଭାବେ ମଇଦା ରୁ ପ୍ରସ୍ତୁତ ଖାଇବା ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ର ମୁଖ୍ୟ କାରଣ |
-ଶୀଘ୍ର ଖାଇବା ଦ୍ୱାରା ଏହି ରୋଗ ବୃଦ୍ଧି ପାଉଥିବାର ଜଣା ପଡିଛି |ଏହା ଦ୍ୱାରା ରକ୍ତ ରେ ଶର୍କରା ମାତ୍ର ବଢିବାର  ଜଣାପଡିଛି |
-ମଧୁମେହ ରୋଗୀ ଅଧିକ ସମୟ ଭୋକିଲା ରୁହନ୍ତୁ ନାହିଁ ;ଏହା ଆପଣଙ୍କ ଲାଗି ବିପଦଜନକ ହୋଇପାରେ |
-ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ମୃଦୁପାନୀୟ ଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)