News

୩ ଦିନିଆ କାଳବୈଶାଖୀ

କାଳବୈଶାଖୀ କଣ ?? ଖରା ଦିନିଆ ମୁଖ୍ୟତ ଏପ୍ରିଲ ରୁ ମେ ମାସ ମଧ୍ୟରେ ହେଉଥିବା ଅତ୍ୟଧିକ ତାପମାତ୍ରା ଫରକ ରୁ ଆକସ୍ମିତା ବର୍ଷ ସହ ଘଡଘଡି ଦେଖିଲେ ଜାଣିବେ ଏହା କାଳବୈଶାଖୀ ର ଲକ୍ଷଣ | ଏହା ପ୍ରକାରନ୍ତ ରେ ବିଭିନ୍ନ ଖରା ଦିନିଆ ଫସଲ ଯେପରି ଆମ୍ବ ର ଫୁଲ ଏବଂ ଫଳ ଧରିବା ଉପର ବହୁ ପ୍ରଭାବ ପକାଇଥାଏ |

06 March, 2019 10:20 AM IST By: KJ Staff

କାଳବୈଶାଖୀ କଣ ??
ଖରା ଦିନିଆ ମୁଖ୍ୟତ ଏପ୍ରିଲ ରୁ ମେ ମାସ ମଧ୍ୟରେ ହେଉଥିବା ଅତ୍ୟଧିକ ତାପମାତ୍ରା ଫରକ ରୁ ଆକସ୍ମିତା ବର୍ଷା ସହ ଘଡଘଡି ଦେଖିଲେ ଜାଣିବେ ଏହା କାଳବୈଶାଖୀ ର ଲକ୍ଷଣ |
ଏହା ପ୍ରକାରନ୍ତ ରେ ବିଭିନ୍ନ ଖରା ଦିନିଆ ଫସଲ ଯେପରି ଆମ୍ବ ର ଫୁଲ ଏବଂ ଫଳ ଧରିବା ଉପର ବହୁ ପ୍ରଭାବ ପକାଇଥାଏ |

କଣ ଅଛି ଓଡିଶା ଲାଗି ପୂର୍ବାନୁମାନ !
କାଳବୈଶାଖୀ ପ୍ରଭାବ ରେ ଆସନ୍ତା ୩ ଦିନ ରାଜ୍ୟ ରେ ବିଭିନ୍ନ ଅଞ୍ଚଳରେ ଘୁର୍ଣ୍ଣିଝଡ ସହିତ ବଜ୍ରପାତ ଏବଂ ବର୍ଷା ର ସମ୍ଭାବନା ରହିଛି |ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ମୟୁରଭଞ୍ଜ ,କେନ୍ଦୁଝର କନ୍ଧମାଳ ,ରାୟଗଡା ରେ ସ୍ୱଳ୍ପ ରୁ ମଧ୍ୟମ ଧାରଣ ରେ ବର୍ଷା ହେବା ସହ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଘୁର୍ଣ୍ଣିଝଡ ସହ ବଜ୍ରପାତ ର ସମ୍ଭାବନା ରହିଛି |

 

କେବେ ହେବ କେଉଁଠି ବର୍ଷା??
୬ ତାରିଖ ରେ ଖୋର୍ଦ୍ଧା ,ପୁରୀ ଗଂଜାମ ଓ ଗଜପତି ସମେତ ଉପକୂଳ ଓଡ଼ିଶାରେ ବଜ୍ରପଟ ଓ ଘୁର୍ଣ୍ଣିଝଡ ସହିତ ଉପକୂଳ ଓଡ଼ିଶାରେ ବଜ୍ରପାତ ଓ ଘୁର୍ଣ୍ଣିଝଡ ର ଆଶଙ୍କା ରହିଛି|

୭ ତାରିଖ ଦକ୍ଷିଣ ଉପକୂଳ ସମେତ ରାୟଗଡା ,କୋରାପୁଟ ରେ ବର୍ଷା ର ସମ୍ଭାବନ ରହଜିଛି |ଏହି ସମୟରେ ଗଂଜାମ,ଗଜପତି ଏବଂ ପୁରୀ ରେ କାଳବୈଶାଖୀ ଅନୁଭବ ହେବ |
୮ ତାରିଖ ଗଜପତି ,ଗଂଜାମ ,ରାୟଗଡା ,କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲା ରେ ଘୁର୍ଣ୍ଣିଝଡ ଏବଂ ବଜ୍ରପାତ ସହ ବର୍ଷା ର ସମ୍ଭାବନା ରହିଛି

ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଉପରେ ଆଧାରିତ|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)