News

କାଳିଆ ଯୋଜନା ହିତାଧିକାରୀଙ୍କୁ ମିଳିବ ଅର୍ଥ …

କାଳିଆ ଯୋଜନା ହିତାଧିକାରୀଙ୍କୁ ୨୫ ତାରିଖରେ ମିଳିବ ଟଙ୍କା |ପ୍ରାୟେ ୧୨ ଲକ୍ଷ ଚାଷୀ ଏହାଦ୍ୱାର ଉପକୃତ ହେବେ ବୋଲି କହିଛନ୍ତି ସମବାୟ ସଚିବ କ୍ରିଷ୍ଣନ କୁମାର |ଆବେଦନ ପତ୍ର ଏବେ ଯାଞ୍ଚ ଚାଲିଛି ବୋଲି ସେ ଉଲ୍ଲେଖ କରିଛନ୍ତି |

17 January, 2019 2:14 PM IST By: KJ Staff
କାଳିଆ ଯୋଜନା ହିତାଧିକାରୀଙ୍କୁ ୨୫ ତାରିଖରେ ମିଳିବ ଟଙ୍କା |ପ୍ରାୟେ ୧୨ ଲକ୍ଷ ଚାଷୀ ଏହାଦ୍ୱାର ଉପକୃତ ହେବେ ବୋଲି କହିଛନ୍ତି ସମବାୟ ସଚିବ କ୍ରିଷ୍ଣନ କୁମାର |ଆବେଦନ ପତ୍ର ଏବେ ଯାଞ୍ଚ ଚାଲିଛି ବୋଲି ସେ ଉଲ୍ଲେଖ କରିଛନ୍ତି |

ଯୋଜନାରେ ୧୫ ତାରୀଖ ସୁଦ୍ଧା ୬୫ ଲକ୍ଷ ରୁ ଅଧିକ ସଂଖ୍ୟା ସବୁଜ ଫର୍ମ ସଂଗୃହିତ ହୋଇଛି |ପ୍ରଥମ ପର୍ଯ୍ୟାୟ ତାଲିକା ରେ ୧୨ ଲକ୍ଷ ଚାଷୀଙ୍କୁ ଅର୍ଥ ମିଳିବ |ଆସନ୍ତା ୨୨ ତାରିଖ ସୁଦ୍ଧା ତାଲିକା ଚୂଡାନ୍ତ ହେବେ |
ପରବର୍ତୀ ସମୟରେ ଅନ୍ୟ ଆବେଦନ କାରୀଙ୍କୁ ଅର୍ଥ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି |
ସୂଚନା ଅନୁଯାୟି କାଳିଆ ଯୋଜନା ସମ୍ପର୍କିତ ସୂଚନା ପାଇଁ କାଳିଆ ବାର୍ତ୍ତା ଆରମ୍ଭ କରାଯାଇଛି |

ଆଜି ପର୍ଯ୍ୟନ୍ତ ଏହି ସୂଚନା ପ୍ରକ୍ରିୟାରେ ୩.୦୯ ଲକ୍ଷ କୃଷକ ସାମିଲ ହୋଇପାରିଛନ୍ତି |ଯୋଜନା ସମ୍ପର୍କରେ ଜାଣିବା ପାଇଁ ଲୋକମାନଙ୍କ ନିକଟକୁ ୨୪ ଲକ୍ଷ ୬୮ ହାଃଜ଼ାର ଅଧିକ ଏସଏମଏସ ପଠାଯାଇଛି |
ବୁଧବାର ସୁଦ୍ଧା ୩୫.୨୮ ଲକ୍ଷ ବ୍ୟକ୍ତି କାଳିଆ ୱେବସାଇଟ ବ୍ୟବହାର କରିଛନ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)