ଚଳିତ ବର୍ଷ ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର 2024 ଡ଼ିସେମ୍ବର ମାସ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି l ଡିସେମ୍ବର ମାସ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ l ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଇଭେଣ୍ଟରେ କେବଳ ଚାଷୀ ଯୋଗ ଦେବେ ତାହା ନୁହଁ ବରଂ ଏହି କୃଷି ମହା ସମ୍ମିଳନୀରେ ଅନେକ ବଡ ବଡ ଶିଳ୍ପପତି ଠାରୁ ଆରମ୍ଭ କରି ଅନେକ ଶିଳ୍ପାନୁଷ୍ଠାନମାନ ଯୋଗଦେବେ l
ଦେଶର ପ୍ରମୁଖ କୃଷି ଗଣମାଧ୍ୟମ ସଂସ୍ଥା କୃଷି ଜାଗରଣ କୃଷକମାନଙ୍କୁ ସମ୍ମାନ ଦେବା ପାଇଁ ଆରମ୍ଭ କରିଥିବା 'ମହିନ୍ଦ୍ରା ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ' ସଫଳ ହୋଇଥିଲା ୨୦୨୩ରେ ଆୟୋଜନ ହୋଇଥିବା ପ୍ରଥମ ସଂସ୍କରଣ । MFOI- ୨୦୨୩ ର ଇଭେଣ୍ଟ ପରେ ପରେ, ବର୍ତ୍ତମାନ MFOI-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l କୃଷି ଜାଗରଣର ଏହି ପଦକ୍ଷେପକୁ ବହୁ ପ୍ରଶଂସା କରାଯାଉଛି l ଏହି କାର୍ଯ୍ୟକ୍ରମ IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ୧-୩ ଡିସେମ୍ବରରେ ଆୟୋଜିତ ହେବ l ଏଥି ସହିତ, ଦେଶର ଅନେକ ବଡ କମ୍ପାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣକୁ MFOI 2024 ରେ ପ୍ରମୁଖ ଅଂଶୀଦାର ଭାବରେ ପଞ୍ଜିକରଣ କରୁଛନ୍ତି l
ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ସାମିଲ ହେବାର ମଧ୍ୟ ଆୟୋଜନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଆମ ସହିତ ଗ୍ଲୋବଲ ଷ୍ଟାର ଏଗ୍ରି ସ୍ପିକର ଭାବେ ସାମିଲ ହେବେ ଲେନା ଜନସନ l ଷ୍ଟକହୋମ ୟୁନିଭରସିଟି (alumna of Stockholm University) ର ଲୀନା ଜଣେ ଅଭିଜ୍ଞ ସମ୍ପାଦକ-କୃଷି ସାମ୍ବାଦିକତା କ୍ଷେତ୍ରରେ ଏକ କ୍ୟାରିୟର ସହିତ ମଧ୍ୟ ସେ ଜଡ଼ିତ l ଆନ୍ତର୍ଜାତୀୟ କୃଷି ସାମ୍ବାଦିକ (IFAJ) ର ପ୍ରଥମ ମହିଳା ସଭାପତି ଭାବରେ ସେ ବିଶ୍ୱ କୃଷି-ସାମ୍ବାଦିକତା ସମ୍ପ୍ରଦାୟର ନେତୃତ୍ୱ ନେଇଛନ୍ତି l ତାଙ୍କର କୃଷି ପ୍ରତି ଉତ୍ସାହ ରହିଛି ଯାହାଦ୍ୱାରା ସେ ଅନ୍ୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କୃଷି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି l
ତାଙ୍କର ପାରଦର୍ଶୀତା ଫଟୋଗ୍ରାଫି, ସମ୍ବାଦିକ ଲେଖା, ଯୋଗାଯୋଗ, ଇଭେଣ୍ଟ ପରିଚାଳନା ଏବଂ ସମ୍ପାଦନାକୁ ଖୁବ ବିସ୍ତାର ଭାବେ ବର୍ଣ୍ଣନା କରିହୁଏ l ବିକାଶଶୀଳ ଦେଶଗୁଡିକ ପାଇଁ ଏକ ଗଭୀର ପ୍ରତିବଦ୍ଧତା ଏବଂ କୃଷକମାନଙ୍କ ପାଇଁ ଏକ ସ୍ୱଚ୍ଛ ହୃଦୟ ସହିତ, ଲେନା ତାଙ୍କ ଶବ୍ଦ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ରେରଣା ଏବଂ କୃଷି ସଶକ୍ତିକରଣ ଜାରି ରଖିଛନ୍ତି l ତେବେ ଲେନା ବିଶ୍ୱର କୃଷି ସମ୍ପ୍ରଦାୟକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନଲାଇନରେ ସମ୍ବୋଧିତ କରିବେ ଏହି ସମୟରେ ଆମ ସହିତ ଯୋଗ ଦିଅନ୍ତୁ l ତାଙ୍କର ଅମୂଲ୍ୟ ଜ୍ଞାନ ଏବଂ ଅଭିଜ୍ଞତା ସହ ଯୋଡ଼ି ହୁଅନ୍ତୁ l କୃଷି, ଯାହା ସଠିକ ଯୋଗାଯୋଗ ଏବଂ ନବସୃଜନ ମଧ୍ୟରେ ଅନ୍ୟ ବ୍ୟବଧାନକୁ ଦୂର କରିଥାଏ l ତେଣୁ ଆପଣମାନେ ଏଥିରେ ଆମ ସହିତ ସାମିଲ ହୁଅନ୍ତୁ l
For sponsorship & exhibition inquiries, contact us today
Sanjay Kumar : 93133 01029
Nishant Kumar : 99537 56433
Sujeet Pal : 98918 99197