News

କମିଲା ଏଲ.ପି.ଜି ଦର..

ବଜେଟ ଉପସ୍ଥାପନା ର ଅବ୍ୟବହିତ ପୂର୍ବରୁ କମିଛି ଏଲ.ପି.ଜି ସିଲିଣ୍ଡର ର ଦର |ଉଭୟ ରିହାତି ଏବଂ ଅଣ -ରିହାତି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ ଘଟାଯାଇଛି |ଏଥିଯୋଗୁ ରାଜଧାନୀ ନୂଆଦିଲ୍ଲୀ ରେ ରିହାତି ଯୁକ୍ତ ୧୪.୨ କି.ଗ୍ରା ଏଲ.ପି.ଜି ସିଲିଣ୍ଡର ପିଛା ଦର ୧ ଟଙ୍କା ୪୬ ପଇସା ହ୍ରାସ ହୋଇ ଏବେ ୪୯୩ ଟଙ୍କା ୫୩ ପଇସା ହୋଇଛି |ପୂର୍ବରୁ ଏହା ଥିଲା ୪୯୪ ଟଙ୍କା ୫୩ ପଇସା ସେହିଭଳି ଅଣ ରିହାତି ସିଲିଣ୍ଡର ଦର ପିଚ ୬୫୯ ଟଙ୍କାରେ ପହଁଚିଛି| ନୂଆ ଦର ଗୁରୁବାର ମଧ୍ୟରାତ୍ରରୁ ଲାଗୁ ହୋଇଛି

01 February, 2019 4:05 PM IST By: KJ Staff

ବଜେଟ ଉପସ୍ଥାପନା ର ଅବ୍ୟବହିତ ପୂର୍ବରୁ କମିଛି ଏଲ.ପି.ଜି ସିଲିଣ୍ଡର ର ଦର |ଉଭୟ ରିହାତି ଏବଂ ଅଣ -ରିହାତି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ ଘଟାଯାଇଛି |ଏଥିଯୋଗୁ ରାଜଧାନୀ ନୂଆଦିଲ୍ଲୀ ରେ ରିହାତି ଯୁକ୍ତ ୧୪.୨ କି.ଗ୍ରା ଏଲ.ପି.ଜି ସିଲିଣ୍ଡର ପିଛା ଦର ୧ ଟଙ୍କା ୪୬ ପଇସା ହ୍ରାସ ହୋଇ ଏବେ ୪୯୩ ଟଙ୍କା ୫୩ ପଇସା ହୋଇଛି |ପୂର୍ବରୁ ଏହା ଥିଲା ୪୯୪ ଟଙ୍କା ୫୩ ପଇସା ସେହିଭଳି ଅଣ ରିହାତି ସିଲିଣ୍ଡର ଦର ପିଚ ୬୫୯ ଟଙ୍କାରେ ପହଁଚିଛି| ନୂଆ ଦର ଗୁରୁବାର ମଧ୍ୟରାତ୍ରରୁ ଲାଗୁ ହୋଇଛି

ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ଦର ହ୍ରାସ ଓ ଆମେରିକୀୟ ଡକାର ତୁଳନାରେ ତାଙ୍କର ବିନିମୟ ମୂଲ୍ୟ ଦୃଢ ରହିବ ଫଳରେ ଏଲ୍ପିଜି ମୂଲ୍ୟରେ ଏହି ହ୍ରାସ ହୋଇଛି |ତେଣୁ ,ଘରୋଇ ଏଲ ପି.ଜି ଉପଭୋକ୍ତାଙ୍କ ଦ୍ୱାରା ଅଗ୍ରିମ ନଗଦ କାରବାରରେ ମଧ୍ୟ ସିଲିଣ୍ଡର ପିଛା ୩୦ ଟଙ୍କା ୪୦ ପଇସା ହ୍ରାସ ପାଇବା |ଘରୋଇ ଏଲ.ପି.ଜୋ ଉପଭୋକ୍ତାଙ୍କୁ ବର୍ତମାନ ସିଲିଣ୍ଡର ପିଛା ୭୧୬ ଟଙ୍କା ୫୦ ପଇସା ବଦଳରେ ୬୮୬ ଟଙ୍କା ପଇଠ କରିବାକୁ ପଡିବ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)