News

କେ.ଯେ ଚୌପାଲରେ Mr. Sebastian Fuchs

ଆଜି କେ.ଯେ ଚୌପାଲରେ ମୁଖ୍ୟ ଅତିଥି ଭାବେ Mr. Sebastian Fuchs, Spokesperson German Embassy ସାମିଲ ହୋଇଥିଲେ । Mr. Sebastian Fuchs ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟିଥିବାରୁ କୃଷି ଜାଗରଣ କୃତଜ୍ଞ ।

23 May, 2024 5:48 PM IST By: Sudesna Nayak

କୃଷକ ଏବଂ କୃଷି କ୍ଷେତ୍ରର ଲାଭ ପାଇଁ କୃଷି ଜାଗରଣ (krishi jagran)ଆଜିକୁ ୨୭ ବର୍ଷ ହେବ କାର୍ଯ୍ୟ କରୁଛି । ଆଜିର ସମୟରେ କୃଷି ଜାଗରଣ ତାଙ୍କ ପତ୍ରିକା, ୱେବସାଇଟ୍, ୟୁଟୁବ ଏବଂ ଅନ୍ୟାନ୍ୟ ମାଧ୍ୟମରେ କାର୍ଯ୍ୟ କରି ଏହି କ୍ଷେତ୍ରରେ ଇତିହାସ ସୃଷ୍ଟି କରୁଛି । ଯାହା କୃଷକଙ୍କୁ କିଛି ନୂଆ ନୂଆ କୃଷି ଜ୍ଞାନକୌଶଳ ସହ ପରିଚିତ କରାଇବା ପାଇଁ ଚେଷ୍ଟିତ ।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣ (krishi jagran) ସଂସ୍ଥା ନିଜର ମୁଖ୍ୟ କାର୍ଯ୍ୟାଳୟରେ ଥିବା " କେ.ଯେ ଚୌପାଲରେ " "Kj Chaupal" ଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରିଥାଏ । ଯେଉଁଠି କୃଷି ଜଗତ ସହିତ ଜଡିତ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥାନ୍ତି l ସେହିପରି ଭାବରେ ଆଜି ମଧ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ତେବେ, ଆଜି (ଗୁରୁବାର) କେ.ଯେ ଚୌପାଲରେ ମୁଖ୍ୟ ଅତିଥି ଭାବେ Mr. Sebastian Fuchs, Spokesperson German Embassy ସାମିଲ ହୋଇଥିଲେ ।

ଏହାପରେ, Mr.Sebastian Fuchs ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟିଥିବାରୁ କୃଷି ଜାଗରଣ କୃତଜ୍ଞ । କୃଷି ଜାଗରଣ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମ୍ବର୍ଦ୍ଧନା ପରେ ସେ ନିଜର ବକ୍ତବ୍ୟ ରଖିଥିଲେ ସମସ୍ତଙ୍କ ପାଖରେ । Mr. Sebastian Fuchs ଏହାପୂର୍ବରୁ ସେ Press Team of the German Federal Foreign Office and in Sao Paulo, Brazil, as the Cultural Attaché ଜର୍ମାନ ଫେଡେରାଲ ବୈଦେଶିକ କାର୍ଯ୍ୟାଳୟର ପ୍ରେସ ଟିମରେ ଏବଂ ବ୍ରାଜିଲର ସାଓ ପାଉଲୋରେ ସାଂସ୍କୃତିକ ଆଟାଚେ ଭାବରେ କାର୍ଯ୍ୟ କରିଥିଲେ। ସେ (DJ and Electronic Music Producer)ଡିଜେ ଏବଂ ଇଲେକ୍ଟ୍ରୋନିକ୍ ମ୍ୟୁଜିକ୍ ପ୍ରଡ୍ୟୁସର ଭାବରେ ସୁନାମ ମଧ୍ଯ ଅର୍ଜନ କରିଥିଲେ । 

ପ୍ରକାଶ ଥାଉ ଯେ, ଦେଶର କୃଷି ଓ କୃଷକଙ୍କ ପାଇଁ ସର୍ବଦା ଚେଷ୍ଟିତ ଥିବା କୃଷି ଜାଗରଣର ସଂସ୍ଥା ଏବଂ ସମ୍ପାଦକ ଏମ.ସି ଡୋମିନିକଙ୍କ ପ୍ରୟାସକୁ Mr.Sebastian Fuchs ବହୁତ ପ୍ରଶଂସା ମଧ୍ଯ କରିଥିଲେ । କେ.ଯେ ଚୌପାଲରେ " "Kj Chaupal"ରେ କୃଷି ଏବଂ ପ୍ରଗତିଶୀଳ କୃଷକ ସହିତ ଜଡିତ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଆସନ୍ତି ଏବଂ ସେମାନଙ୍କର କାର୍ଯ୍ୟ, ଅଭିଜ୍ଞତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବାଣ୍ଟନ୍ତି । ଯାହା କୃଷକମାନଙ୍କୁ ସାହାର୍ଯ୍ୟ କରିବ ।

Kj Chaupal ରେ ଯୋଗଦେଲେ ଶ୍ରୀଯୁକ୍ତ ଅଶୋକ ଅନନ୍ଥରମଣ

MFOI, VVIF Kisan Bharat Yatra: ହରିୟାଣାରେ ପହଞ୍ଚିଲା ରୋଡ ସୋ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)