News

ତାଳ ଗଛ ଦେବ ବିଜୁଳି ରୁ ସୁରକ୍ଷା !

ତାଳ ଗଛ ଦେବ ବିଜୁଳି ରୁ ସୁରକ୍ଷା !

27 August, 2019 4:41 PM IST By: KJ Staff

ବାରମ୍ବାର ବିଜୁଳି ମାରିବାକୁ ବର୍ଷା ଦିନରେ ମୃତ୍ୟୁ ସଂଖ୍ୟା ବେଶ ଅଧିକ ବୃଦ୍ଧି ପାଇଛି |ଏହା ଠାରୁ ସୁରକ୍ଷା ପାଇବା ଲାଗି ବାରିପଦା ର ବନ୍ୟା ବିଭାଗ ତରଫରୁ ତାଳ ଗଛ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି |ପ୍ରାକୃତିକ ବିପର୍ଯ୍ୟ ରୁ ସୁରକ୍ଷା ଦେବ ସହ ଏହା ପରିବେଶ ସୁରକ୍ଷା ଏବଂ ଅତ୍ୟଧିକ ବାତାବରଣ ପରିବର୍ତନ ର କୁପ୍ରଭାବ ରୁ ମଧ୍ୟ ସୁରକ୍ଷା ଦେବ |
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବନ୍ୟା ବିଭାଗ ହରହରୀ ୨୦୦ ଟି ତାଳ ଚାରା ରୋପଣ କରିଛନ୍ତି |ଏହା ସାଁସୋଲ ଗ୍ରାମ ଅନ୍ତର୍ଗତ ଜଙ୍ଗଲୀ ଜମି ରେ ,ବନ୍ୟା ସୁରକ୍ଷା ସମିତି ର ସହଯୋଗ ଏବଂ ଡି.ଏଫ.ଓ ସ୍ବୟଂ ମଲ୍ଲିକ ରେ କରାଯାଇଛି |ଏହି ତାଳ ଗଛ ମଣିଷ ଲାଗି ବିଜୁଳି ରକ୍ଷା ଢାଳ ପରି କାର୍ଯ୍ୟ କରିବ|ଅଧିକ ଉଚ୍ଚତା ହେଇଥିବାରୁ ଏହି ଗଛ ବିଜୁଳି କୁ ନିଜ ଆଡକୁ ଆକର୍ଷିତ କରି ନିଜ କ୍ଷେତିଗ୍ରସ୍ତ ହେବ ବରଂ ମଣିଷ ଜୀବନ ର ସୁରକ୍ଷା କରିବ |

ଏହି ତାଳ ଗଛ ମଣିଷ ଲାଗି ବିଜୁଳି ରକ୍ଷା ଢାଳ ପରି କାର୍ଯ୍ୟ କରିବ|ଅଧିକ ଉଚ୍ଚତା ହେଇଥିବାରୁ ଏହି ଗଛ ବିଜୁଳି କୁ ନିଜ ଆଡକୁ ଆକର୍ଷିତ କରି ନିଜ କ୍ଷେତିଗ୍ରସ୍ତ ହେବ ବରଂ ମଣିଷ ଜୀବନ ର ସୁରକ୍ଷା କରିବ |
ବନ୍ୟା ବିଭାଗ ଅଧିକାରୀ ଦ୍ୱାରା ସମସ୍ତ ଜଙ୍ଗଲୀ ଜମି ର ପରିପାର୍ଶ୍ଵ ,ରାସ୍ତା ଘାଟ ,ଖୋଲା ପଡିଆ ଇତ୍ୟାଦି ରେ ତାଳ ଗଛ ରୋପଣ କରିବ ଲାଗି ନିର୍ଦେଶ ଦିଆଯାଇଛି |
ଫୋରେଷ୍ଟ ରେଞ୍ଜର ଅନନ୍ତ ଜେନା କହିଛନ୍ତି ଯେ ତାଳ ଗଛ ପରିବେଶ ସୁରକ୍ଷା ସହ ମୃତିକା କ୍ଷୟ ରୁ ମଧ୍ୟ ସୁରକ୍ଷା ଦେଇଥାଏ ଏବଂ ମରୁଡି ବା କମ ପାଣି ରେ ମଧ୍ୟ ବଞ୍ଚି ରହିପାରେ |
ଜିଲ୍ଲା ଆପତ୍ତିକାଳୀନ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ବିକୁଳି ଯୋଗୁ ଏପ୍ରିଲ ୨୦୧୫ ରୁ ୨୦୧୯ ଭିତରେ ୧୪୭ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ |ସର୍ବାଧିକ ଲୋକ ଜୁନ-ଜୁଲାଇ ମାସ ରେ ହିଁ ମୃତ୍ୟୁବରଣ କରିଛନ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)