News

petrol diesel price: ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ

ଭୁବନେଶ୍ୱର (bhubaneswar)ରେ ଆଜି ପେଟ୍ରୋଲ (petrol)ଦର 100.89 ପଇସା ରହିଥିବା ବେଳେ ଡିଜେଲ (diesel)ଦାମ୍ ପ୍ରତି ଲିଟର ପିଛା 92.47 ପଇସା ରହିଛି ।

28 October, 2024 6:26 PM IST By: Sudesna Nayak

ପ୍ରତିଦିନ ଭଳି ଆଜି ସୋମବାର ଅକ୍ଟୋବର ମାସ 28 ତାରିଖରେ ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ (petrol diesel price)ପ୍ରକାଶ ପାଇଛି । ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର (bhubaneswar) ରେ ଆଜି ପେଟ୍ରୋଲ (petrol)ଦର 100.89 ପଇସା ରହିଥିବା ବେଳେ ଡିଜେଲ (diesel)ଦାମ୍ ପ୍ରତି ଲିଟର ପିଛା 92.47 ପଇସା ରହିଛି ।

ସୂଚନା ଥାଉ ଯେ, ଧନତରେସ ପୂର୍ବରୁ, ୟୁପିରେ ପେଟ୍ରୋଲ (petrol) ଏବଂ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୋମବାର ସକାଳ 6 ଟାରେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ହାର ପ୍ରକାଶ କରିଛନ୍ତି । ୟୁପିରେ ପେଟ୍ରୋଲ ହାରାହାରି ଲିଟର ପିଛା 95.4 ଟଙ୍କା ବିକ୍ରି ହେଉଛି । ଏଥି ସହିତ ଡିଜେଲ ହାରାହାରି ଲିଟର ପିଛା 88.2 ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ।

ଆଜି ସୋମବାର ଅକ୍ଟୋବର ମାସ 28 ତାରିଖରେ ଲକ୍ଷ୍ନୌରେ ପେଟ୍ରୋଲ (petrol)ଦର 94.56 ମୂଲ୍ୟରେ ବିକ୍ରି ହେଉଛି । ଏଥି ସହିତ ଡିଜେଲ (diesel) 87.66 ମୂଲ୍ୟରେ ବିକ୍ରି ହେଉଛି ।

 

କାନପୁରରେ ପେଟ୍ରୋଲ-ଡିଜେଲ ମୂଲ୍ୟ 

ପେଟ୍ରୋଲ 94.39

ଡିଜେଲ 87.45 ଟଙ୍କା

ମଥୁରାରେ ପେଟ୍ରୋଲ-ଡିଜେଲ ମୂଲ୍ୟ

ପେଟ୍ରୋଲ 94.30

ଡିଜେଲ 87.32 ଟଙ୍କା

 

ଆଗ୍ରାରେ ପେଟ୍ରୋଲ-ଡିଜେଲ ମୂଲ୍ୟ

ପେଟ୍ରୋଲ(petrol)- 94.70

ଡିଜେଲ- 87.79 ଟଙ୍କା