News

ଭୁବନେଶ୍ୱର ରେ ପିଏମ କିଷାନ ଉଦ୍ଘାଟିତ !

ଭୁବନେଶ୍ୱର ରେ ପିଏମ କିଷାନ ଉଦ୍ଘାଟିତ !

25 February, 2019 12:34 PM IST By: KJ Staff

-୧.୧ କୋଟିଙ୍କୁ ପ୍ରଥମ କିସ୍ତି ରେ ୨ ହଜାର
-ଓଡ଼ିଶାରେ ଶୁଭାରମ୍ଭ କଲେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ
-ମାର୍ଚ୍ଚ ୩୧ ସୁଦ୍ଧା ୧୨.୫ କୋଟି ଚାଷୀଙ୍କୁ ମିଳିବ ପ୍ରଥମ କିସ୍ତି
-ଓଡ଼ିଶାରେ ସ୍କିମ ଆରମ୍ଭ କଲେ ଗଜେନ୍ଦ୍ର ସିଂ ଶିଖାୱତ

ପ୍ରଧାନମନ୍ତୀର କିଷାନ ସମ୍ମାନ ନିଧି ଯୋଜନା କୁ ଦେଶର କୃଷୀଙ୍କ ଉଦ୍ୟେଶରେ ଉତ୍ସର୍ଗ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି |ଉତ୍ତର ପ୍ରଦେଶ ଗୋରଖ ପୁତ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରୁ ୭୫ ହଜାର କୋଟି ଟଙ୍କା ର ୧୨ କୋଟି ୫୦ ଲକ୍ଷ ଚାଷୀଙ୍କ ଲାଗି ଏହି ଯୋଜନା କୁ ଦେଶର ୯୦ ପ୍ରତିସଦ କୃଷକ ଙ୍କ ପାଇଁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଥିଲେ ,"ଏହା ସମ୍ପୂର୍ଣ ସ୍ଵଛ ଯୋଜନାଏଥିରେ କୃଷ୍ନକୁ ଠକିବ ର ଉଦ୍ୟମ କରାଯିବ ନାହିଁ |କୌଣସି ମଧ୍ୟସ୍ଥ ଆପଣଙ୍କ ଟଙ୍କା ନେଇ ପାରିବ ନାହିଁ"|

ଏହି ଅବସରରେ ଯୋଜନା ର ପ୍ରଥମ କିସ୍ତି ବାବଦ ୨ ହଜାର ଟଙ୍କା ଲେଖାଏଁ ଦେଶର ୧ କୋଟି ୧ ଲକ୍ଷ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଟ୍ରାନ୍ସଫର କରାଯିବ |ଖୁବି ଶୀଘ୍ର ଅବଶିଷ୍ଟ ଚାଷୀଙ୍କ ବ୍ୟାଙ୍କଖାତା କୁ ପ୍ରଥମ କିସ୍ତି ର ଅର୍ଥ ପ୍ରଦାନ କରାଯିବ |

ଏହି ଯୋଜନା ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ,ଜିଲା ,ଆଇସିଏଆର ସଂସ୍ଥାନ , କେ ବି କେ ,ଏବଂ ଜନସେବା କେନ୍ଦ୍ର ଗୁଡିକରେ ସିଧାସଳଖ ଆରମ୍ଭ କରାଯାଇଛି |ସେହି ପରି ଭୁବବାନେବାର ସ୍ତିତ ଆଇସିଏଆର- ସି.ଆଇ.ଡବ୍ଲୁ.ଏ ଏବଂ ସିଫା ଅନ୍ତର୍ଗତ କେ.ବି କେ ଖୋର୍ଦ୍ଧା ରେ ମଧ୍ୟ ଏହି ଯୋଜନା ର ଶୁଭାରମ୍ଭ କରାଯାଇଛି |

 


୨୦୧୨ ସୁଦ୍ଧା ଚାଷୀଙ୍କ ଆୟ କୁ ଦ୍ବିଗୁଣିତ କରିବା ଲାଗି ପିଏମ- କିଷାନ ଯୋଜନା ଦ୍ୱାରା ପ୍ରୟାସ କରାଯିବ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)