ଚାଷୀଙ୍କ ପ୍ରତୀକ୍ଷାର ସମୟ ଶେଷ ହେବାକୁଯାଉଛି । ଆସନ୍ତା ୩୧ରେ ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଶାନ(PM Kisan) ଟଙ୍କା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୨୧ ହଜାର କୋଟି ଟଙ୍କା । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପିଏମ କିଶାନ ସମ୍ମାନ ନିଧି(pm kisan samman nidhi)ର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । 10 କିସ୍ତି ଟଙ୍କା ପଠାଯାଇ ସାରିଥିବାବେଳେ ଏକାଦଶ କିସ୍ତି ଟଙ୍କା ପାଇବାକୁ ଚାଷୀ ଅପେକ୍ଷା କରିଛନ୍ତି । ତେବେ ଆସନ୍ତା 31ରେ ଏହି ଟଙ୍କା ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ।
ପିଏମ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । 10 କିସ୍ତି ଟଙ୍କା ପଠାଯାଇ ସାରିଥିବାବେଳେ ଏକାଦଶ କିସ୍ତି ଟଙ୍କା ପାଇବାକୁ ଚାଷୀ ଅପେକ୍ଷା କରିଛନ୍ତି । ତେବେ ଆସନ୍ତା 31ରେ ଏହି ଟଙ୍କା ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ।
ବିଶ୍ବର ପ୍ରଥମ ନାନୋ ୟୁରିଆ ପ୍ଲାଣ୍ଟ ଉଦଘାଟିତ
ପିଏମ କିସାନ ଯୋଜନାରେ ବଦଳିଲା ନିୟମ, 31ମାର୍ଚ୍ଚ ପୂର୍ବରୁ କରନ୍ତୁ ଏହି କାମ...
ଏଥର ସରକାର ପିଏମ କିସାନ ହିତାଧଇକାରୀଙ୍କ ପାଇଁ E-KYC ବାଧ୍ୟତାମୂଳକ କରିଛନ୍ତି । ଯଦି E-KYC କରିନାହାଁନ୍ତି, ତେବେ ୧୧ତମ କିସ୍ତିର ଟଙ୍କା ଆପଣଙ୍କ ଆକାଉଣ୍ଟରେ ଆସିବ ନାହିଁ ।