ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା (RAIN)ହେଉଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା (RAIN)ହୋଇପାରେ । ଯାହାକୁ ନେଇ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN)ସମ୍ଭାବନା ମଧ୍ୟ ରହିଛି ।
ସୂଚନା ଅନୁଯାୟୀ, ମୌସୁମୀ (Monsoon)ଦୁର୍ବଳ ଥିବାରୁ ଆଜି ବୁଧବାର (Wednesday)ରାଜ୍ୟରେ ବିଶେଷ ବର୍ଷା (RAIN)ସମ୍ଭାବନା ନାହିଁ । କେବଳ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (RAIN)ହୋଇପାରେ ।
ଜୁଲାଇ ୨୧ ତାରିଖରେ ଅଧିକ ବର୍ଷା (RAIN)ଅଛି । ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର କିଛି ସ୍ଥାନରେ ପ୍ରବଳ ବର୍ଷା (RAIN)ହୋଇପାରେ ବୋଲି ପାଣିପାଗ ବିଭାଗ (IMD)ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି । ଜୁଲାଇ ୨୨ ତାରିଖ ଏବଂ ଜୁଲାଇ ୨୩ ତାରିଖରେ ବର୍ଷା (RAIN)ର ପରିମାଣ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଆସନ୍ତାକାଲି ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (RAIN) ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା (Odisha)ରେ ଘଡ଼ଘଡ଼ି ସହ ବର୍ଷା (RAIN)ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN)ସମ୍ଭାବନା ମଧ୍ୟ ରହିଛି ।
ପ୍ରକାଶ ଥାଉ ଯେ, ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା (RAIN)ହଉଛି । ଯାହାକୁ ନେଇ ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି ।