News

ଶାଳପତ୍ର ଉପରୁ ସମ୍ପୂର୍ଣ ରୟାଲଟି ଛାଡ

ଶାଳପତ୍ର ଉପରେ ରାଜ୍ୟ ସରକାର ଆଦାୟ କରୁଥିବା ଶାଳପତ୍ର ଉପରୁ ରୟାଲଟି ସମ୍ପୂର୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୀ ନିର୍ଦେଶ ଦେଇଛନ୍ତି |ଏହାଦ୍ୱାରା ରାଜ୍ୟ ର ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଲାଭବାନ ହେବେ |ଏବେ ଶାଳପତ୍ର ଉପରେ ପ୍ରତି କଇଂଟାଲ ପିଚା ୮୬ ଟଙ୍କା ଲେଖାଏଁ ରୟାଲଟି ଆଦାୟ କରାଯାଉଛି |ବର୍ଷକୁ ପ୍ରାୟେ ୨ ଲକ୍ଷ କୁଇଣ୍ଟାଲ ଶାଳପତ୍ର ସଂଗ୍ରହ କରାଯାଉଥିବା ବେଳେ ଏ ରୟାଲଟି ବାବଦ ଅର୍ଥ ଏବେ ସଂଗ୍ରହକାରୀଙ୍କ ପାଖକୁ ଯିବା |ଶାଳପତ୍ର ଏବେ ଲଘୁ ବନଜାତ ଦ୍ରବ୍ୟ ହୋଇଥିଲା ବେଳେ ମୁଖ୍ୟତ ବନଜାତ ବର୍ଗର ଲୋକମାନେ ଏହାକୁ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ |

22 January, 2019 1:53 PM IST By: KJ Staff

ଏହାର ବିଶେଷ ତତ୍ୱ !

ଶାଳପତ୍ର ତୋଳାଳୀଙ୍କର ହେବ ଆର୍ଥିକ ସ୍ଥିତି ସୁଦୃଢ
ବିଶେଷ ଭାବେ ଲାଭବାନ ହେବେ ଜନଜାତି ସମ୍ପ୍ରଦାୟ
ରାଜ୍ୟରେ ୨୫ ଲକ୍ଷ ଲୋକ ଉପକୃତ
ରୟାଲଟି ଥିଲା କୁଇଣ୍ଟାଲ ପିଛା ୮୬ ଟଙ୍କା

ଶାଳପତ୍ର ଉପରେ ରାଜ୍ୟ ସରକାର ଆଦାୟ କରୁଥିବା ଶାଳପତ୍ର ଉପରୁ ରୟାଲଟି ସମ୍ପୂର୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୀ ନିର୍ଦେଶ ଦେଇଛନ୍ତି |ଏହାଦ୍ୱାରା ରାଜ୍ୟ ର ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଲାଭବାନ ହେବେ |ଏବେ ଶାଳପତ୍ର ଉପରେ ପ୍ରତି କଇଂଟାଲ ପିଚା ୮୬ ଟଙ୍କା ଲେଖାଏଁ ରୟାଲଟି ଆଦାୟ କରାଯାଉଛି |ବର୍ଷକୁ ପ୍ରାୟେ ୨ ଲକ୍ଷ କୁଇଣ୍ଟାଲ ଶାଳପତ୍ର ସଂଗ୍ରହ କରାଯାଉଥିବା ବେଳେ ଏ ରୟାଲଟି ବାବଦ ଅର୍ଥ ଏବେ ସଂଗ୍ରହକାରୀଙ୍କ ପାଖକୁ ଯିବା |ଶାଳପତ୍ର ଏବେ ଲଘୁ ବନଜାତ ଦ୍ରବ୍ୟ ହୋଇଥିଲା ବେଳେ ମୁଖ୍ୟତ ବନଜାତ ବର୍ଗର ଲୋକମାନେ ଏହାକୁ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ |

ଉଲ୍ଲେଖ ଯୋଗ୍ୟ ରାଜ୍ୟ ସରକାର ପୂର୍ବରୁ ଜନଜାତି ସମ୍ପ୍ରଦାୟର ବିକାଶକୁ ଆଖିରେ ରଖି ବହୁ ପଦକ୍ଷେପ ନେଇଥିଲା ବେଳେ ଶାଳପତ୍ର ଉପରୁ ରୟାଲଟି ଛାଡ କରିବା ଏବେ ଜନଜାତି କୁ ଲାଭ ମଧ୍ୟ ଦେବ |ଜଙ୍ଗଲୀ ଜମି ଅଧିକାରରେ ୪ ଲକ୍ଷ ୩୩ ହଜାର ଜନଜାତି ଜନଜାତି ପରିବାର ଜଙ୍ଗଲ ଜମି ପଟ୍ଟା ପାଇଥିଲା ବେଳେ ୯ ଜିଲ୍ଲାରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ ହୋଇଛି |


ଓଟିଏଲଇପି ରେ ୧.୫ ଲକ୍ଷ ଆଦିବାସୀ ପରିବାରକୁ ସାମିଲ କରାଯାଇ ସେମାନଙ୍କୁ ଜୀବିକା ଯାଗାଇବା ସହ ସଶକ୍ତ କରାଯାଉଛି |

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)