ବିଭିନ୍ନ ରାଜ୍ୟରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ ହେବା ପରେ ଆଜି ରାଜସ୍ଥାନରେ ମଧ୍ୟ ଏହା ଆୟୋଜିତ କରାଯାଇଥିଲା l ବଲୋତ୍ରା କୃଷି ବିଜ୍ଞାନ କେନ୍ଦ୍ରରେ ଏହା ଆୟୋଜନ କରାଯାଇଥିଲା l ଶତାଧିକ ସିହସି ଏହି ଏକ ଦିବସୀୟ କୃଷି ମେଳାରେ ସାମିଲ ହୋଇଥିଲେ l
ଖରିଫ ଚାଷ ସହୀନତା ଟ୍ରାକ୍ଟର ଶିଳ୍ପ ବିଷୟରେ ଚାଷୀଙ୍କ ସହିତ ଆଲୋଚନା କରାଯାଇଥିଲା l ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l ନଲେଜ ପାର୍ଟନର ରହିଛି ICAR l ଚାଷୀଙ୍କ ଉନ୍ନତି , ଆୟ ଏବଂ ଅମଳ ବୃଦ୍ଧି ପାଇଁ ଏହି ମେଳା ଅନେକ ସହାୟତା ପ୍ରଦାନ କରୁଛି l ଡାଳିମ୍ବ ଚାଷରେ ନିୟନ୍ତ୍ରଣ , ମିଲେଟ ଚାଷ ସହିତ ଟ୍ରାକ୍ଟର ରକ୍ଷଣାବେକ୍ଷଣ ବିଷୟ ରହିଥିଲା ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ l
ଧାନୁକା ଏଗ୍ରିଟେକ କମ୍ପାନୀ ସହ ସମଣୀ ସିଡ୍ସ ମଧ୍ୟ ସହଯୋଗ କରିଥିଲା ଏହି କୃଷି ମେଳାକୁ l ଏହି କମ୍ପାନୀ ନିଜ ନିଜ ଷ୍ଟଲ ମାଧ୍ୟମରେ ଚାଷୀଙ୍କ ପାଇଁ ବିଭିନ୍ନ କୃଷି ଉପକରଣ ଉପସ୍ଥାପନ କରିଥିଲେ l ଯାହା ଆଲୋଚନା ଚକ୍ର ସାରିବା ପରେ ସେମାନେ ବୁଲି ଦେଖିଥିଲେ ଏବନହଂ ବିଭିନ୍ନ ନୂତନ ତଥ୍ୟ ଚାଷ ବିଷୟରେ ଜାଣିବାକୁ ପାଇଥିଲେ l ଏଫପିଓ ସିଭ , କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଏହି କୃଷି ମେଳାକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏହି କୃଷି ମେଳା ହେଉଛି କୃଷି ଜାଗରଣର ଏକ ଉନ୍ନତ ପଦକ୍ଷେପ l ଏହା ଚାଷୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି l ଯାହା ତାଙ୍କ ଆୟକୁ ଦ୍ଵିଗୁଣ କରିବାକୁ ସହାୟକ ହେବ l
ଯୋଗଦେବା ପାଇଁ କ'ଣ କରିବେ ?
କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6 l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ l
ଅଧିକ ପଢନ୍ତୁ