News

ରାଜସ୍ଥାନ ବଲୋତ୍ରାରେ ଏକ ଦିବସୀୟ କୃଷିମେଳା ଆୟୋଜିତ

ମିଲେଟ ଚାଷରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା !

23 August, 2024 5:59 PM IST By: Tanushree Mahapatra

ବିଭିନ୍ନ ରାଜ୍ୟରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ ହେବା ପରେ ଆଜି ରାଜସ୍ଥାନରେ ମଧ୍ୟ ଏହା ଆୟୋଜିତ କରାଯାଇଥିଲା l ବଲୋତ୍ରା କୃଷି ବିଜ୍ଞାନ କେନ୍ଦ୍ରରେ ଏହା ଆୟୋଜନ କରାଯାଇଥିଲା l ଶତାଧିକ ସିହସି ଏହି ଏକ ଦିବସୀୟ କୃଷି ମେଳାରେ ସାମିଲ ହୋଇଥିଲେ l

ଖରିଫ ଚାଷ ସହୀନତା ଟ୍ରାକ୍ଟର ଶିଳ୍ପ ବିଷୟରେ ଚାଷୀଙ୍କ ସହିତ ଆଲୋଚନା କରାଯାଇଥିଲା l ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l ନଲେଜ ପାର୍ଟନର ରହିଛି ICAR l ଚାଷୀଙ୍କ ଉନ୍ନତି , ଆୟ ଏବଂ ଅମଳ ବୃଦ୍ଧି ପାଇଁ ଏହି ମେଳା ଅନେକ ସହାୟତା ପ୍ରଦାନ କରୁଛି l ଡାଳିମ୍ବ ଚାଷରେ ନିୟନ୍ତ୍ରଣ , ମିଲେଟ ଚାଷ ସହିତ ଟ୍ରାକ୍ଟର ରକ୍ଷଣାବେକ୍ଷଣ ବିଷୟ ରହିଥିଲା ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ l

ଧାନୁକା ଏଗ୍ରିଟେକ କମ୍ପାନୀ ସହ ସମଣୀ ସିଡ୍ସ ମଧ୍ୟ ସହଯୋଗ କରିଥିଲା ଏହି କୃଷି ମେଳାକୁ l ଏହି କମ୍ପାନୀ ନିଜ ନିଜ ଷ୍ଟଲ ମାଧ୍ୟମରେ ଚାଷୀଙ୍କ ପାଇଁ ବିଭିନ୍ନ କୃଷି ଉପକରଣ ଉପସ୍ଥାପନ କରିଥିଲେ l ଯାହା ଆଲୋଚନା ଚକ୍ର ସାରିବା ପରେ ସେମାନେ ବୁଲି ଦେଖିଥିଲେ ଏବନହଂ ବିଭିନ୍ନ ନୂତନ ତଥ୍ୟ ଚାଷ ବିଷୟରେ ଜାଣିବାକୁ ପାଇଥିଲେ l ଏଫପିଓ ସିଭ , କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଏହି କୃଷି ମେଳାକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏହି କୃଷି ମେଳା ହେଉଛି କୃଷି ଜାଗରଣର ଏକ ଉନ୍ନତ ପଦକ୍ଷେପ l ଏହା ଚାଷୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି l ଯାହା ତାଙ୍କ ଆୟକୁ ଦ୍ଵିଗୁଣ କରିବାକୁ ସହାୟକ ହେବ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

ଅଧିକ ପଢନ୍ତୁ

ତେଲେଙ୍ଗାନା ରଙ୍ଗାରେଡ୍ଡୀ କେଭିକେରେ ଚାଷୀ ଉତ୍ସବ

ତାମିଲନାଡ଼ୁ ଧର୍ମପୁରୀରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)